ETV Bharat / state

ଜୀବନ ସଂଗ୍ରାମରେ ହାରିଗଲେ ସତ୍ୟବାଦୀ

author img

By

Published : Jul 14, 2021, 12:25 PM IST

Updated : Jul 14, 2021, 3:04 PM IST

ଆଦିବାସୀ ଆନ୍ଦୋଳନର ଅନ୍ୟଜଣେ ପୁରୋଧା ସତ୍ୟବାଦୀଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ବୁଜିଲେ ଆଖି । ଅଧିକ ପଢନ୍ତୁ...

ଜୀବନ ସଂଗ୍ରାମରେ ହାରିଗଲେ ସତ୍ୟବାଦୀ
ଜୀବନ ସଂଗ୍ରାମରେ ହାରିଗଲେ ସତ୍ୟବାଦୀ

ଭବାନୀପାଟଣା : କଳାହାଣ୍ଡି ଜନ ଆନ୍ଦୋଳନର ଜଣେ ଆଗ ଧାଡ଼ିର ସଂଗ୍ରାମୀ ସତ୍ୟବାଦୀ ନାଏକଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ହେବ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ । ଆଜି ଭୋର ସମୟରେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ହୋଇଛି ।

ଜୀବନ ସଂଗ୍ରାମରେ ହାରିଗଲେ ସତ୍ୟବାଦୀ

ଏନେଇ କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ, ଉତ୍କଳ ସାମ୍ବାଦିକ ସଂଘ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ଦଳିତ ଓ ଆଦିବାସୀ ଆନ୍ଦୋଳନର ଅନ୍ୟଜଣେ ପୁରୋଧା ତଥା ନିୟମଗିରି ଏବଂ ଉଠା ଦୋକାନୀ ଆନ୍ଦୋଳନର ଆଗ ଧାଡ଼ିର ନେତା ମଧ୍ୟ ରହିଥିଲେ ।

କଳହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

Last Updated : Jul 14, 2021, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.