ETV Bharat / state

ଝାରସୁଗୁଡ଼ାରେ ଗାନ୍ଧିଜୀ ଓ ମାନବାଧିକାର ଶୀର୍ଷକକୁ ନେଇ ଆଲୋଚନା ଚକ୍ର - ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ଓ ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ମହାସଭା

ଝାରସୁଗୁଡ଼ା: ସହରସ୍ଥିତ ଏକ ଘରୋଇ ହୋଟେଲରେ ଗାନ୍ଧିଜୀ ଓ ମାନବାଧିକାର ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ଓ ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଆଜି(ରବିବାର) ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ଓ ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ମହାସଭା

author img

By

Published : Jul 10, 2022, 6:04 PM IST

ଝାରସୁଗୁଡ଼ା: ସହରସ୍ଥିତ ଏକ ଘରୋଇ ହୋଟେଲରେ ‘‘ଗାନ୍ଧିଜୀ ଓ ମାନବାଧିକାର’’ ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ଓ ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଆଜି(ରବିବାର) ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ବକ୍ତା ଭାବେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦ ଯୋଗ ଦେଇଥିଲେ । ଏହି ଆଲୋଚନାଚକ୍ରରେ ଗାନ୍ଧିଜୀଙ୍କ ଭାରତ ସ୍ଵାଧୀନତା ପାଇଁ ଯେଉଁପରି ସଂଘର୍ଷ ରହିଥିଲା, ତାହା କେବଳ ଭାରତ ସ୍ଵାଧୀନତା ପାଇଁ ନଥିଲା ବରଂ ତାହା ପ୍ରଜାରୁ ଜନତା ହେବା ପାଇଁ ସଂଘର୍ଷ ଥିଲା ବୋଲି ଅପୂର୍ବାନନ୍ଦ ମତ ରଖିଛନ୍ତି।

ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ଓ ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ମହାସଭା

ପ୍ରଜାର ଅର୍ଥ ହେଉଛି ଯାହାର କୌଣସି ଅଧିକାରୀ ନାହିଁ, ହେଲେ ଜନତାର ଅର୍ଥ ହେଉଛି ନିଜ ଅଧିକାରକୁ ସାବ୍ୟସ୍ତ କରିବା । ହେଲେ, ବର୍ତ୍ତମାନ ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ସାଧାରଣ ଜନତାଙ୍କ ଅଧିକାରୀକୁ କ୍ଷୁର୍ଣ୍ଣ କରୁଛିନ୍ତି । ଆଲୋଚନା ଚକ୍ର ଶେଷରେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା ଝାରସୁଗୁଡ଼ା ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, ଝାରସୁଗୁଡ଼ା

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.