ETV Bharat / state

‘ଉଡାନ୍-୩'ର ବିଡିଂ ପ୍ରକ୍ରିୟା ଆରମ୍ଭ - biddibg

ଉଡାନ୍-୩.୧ ବିଡିଂ ପ୍ରକ୍ରିୟା ଆରମ୍ଭ । ଏଥିରେ ରାଜ୍ୟର ୮ଟି ରୁଟ୍ ସାମିଲ୍ ହୋଇଛି । ରିଜିଓନାଲ କନେକ୍ଟିଭିଟି ସ୍କିମ୍ ‘ଉଡାନ୍’-୩ର ରୁଟ୍ ଆୱାର୍ଡ ପରେ ଏବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଉଡାନ୍-୩.୧ ବିଡିଂ ପ୍ରକ୍ରିୟା ଆରମ୍ଭ ହୋଇଛି

ପ୍ରତିକାତ୍ମକ ଫଟୋ
author img

By

Published : Feb 9, 2019, 11:13 AM IST

ଝାରସୁଗୁଡା: ଉଡାନ୍-୩.୧ ବିଡିଂ ପ୍ରକ୍ରିୟା ଆରମ୍ଭ । ଏଥିରେ ରାଜ୍ୟର ୮ଟି ରୁଟ୍ ସାମିଲ୍ ହୋଇଛି । ରିଜିଓନାଲ କନେକ୍ଟିଭିଟି ସ୍କିମ୍ ‘ଉଡାନ୍’-୩ର ରୁଟ୍ ଆୱାର୍ଡ ପରେ ଏବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଉଡାନ୍-୩.୧ ବିଡିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଡାନ୍-୩ର ବିଡିଂ ପ୍ରକ୍ରିୟାରୁ ବାଦ ପଡିଥିବା ଝାରସୁଗୁଡାରୁ-ରାଞ୍ଚି ଏବଂ ରାଞ୍ଚି-ଝାରସୁଗୁଡା ବିମାନ ସେବା ପାଇଁ ପୁନଶ୍ଚ ବିଡିଂ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
undefined

ଏହି ରୁଟ୍ ସମେତ ରାଜ୍ୟର ଆଉ ୬ଟି ରୁଟ ମିଶାଇ ମୋଟ ୮ଟି ରୁଟ୍ ପାଇଁ ବିଡିଂ ଆହ୍ବାନ କରାଯାଇଛି । ଯେଉଁଥିରେ ଭୁବନେଶ୍ବର-ଉତକେଲା, ଉତକେଲା-ଭୁବନେଶ୍ବର, ଉତକେଲା-ରାୟପୁର, ରାୟପୁର-ଉତକେଲା, ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର ଭଳି ନୂଆ ରୁଟ୍ ଏଥିରେ ଅର୍ନ୍ତଭୁକ୍ତ ହୋଇଛି ।

ଏହିପରି ଭାବେ ଉଡାନ୍-୩.୧ରେ ଦେଶର ୧୩୩ଟି ରୁଟ ବିମାନ ଚଳାଚଳ ପାଇଁ ଶୁକ୍ରବାର ଠାରୁ ବିଡିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିଜର ଟ୍ବିଟରରେ ଉଲ୍ଲେଖ କରିଛି ।

ଫେବୃଆରୀ ୧୩ ତାରିଖରେ ଇ-ବିଡିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ଫେବୃଆରୀ ୨୬ରେ ଫାଇନାନ୍ସିଆଲ ବିଡ୍ ଖୋଲିବ ଏବଂ ୨୭ ତାରିଖରେ ରୁଟ୍ ହାତେଇଥିବା ବିମାନ କମ୍ପାନୀର ନାମ ଘୋଷଣା କରାଯିବ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:

‘ଉଡାନ୍-୩'ର ବିଡିଂ ପ୍ରକ୍ରିୟା ଆରମ୍ଭ 

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.