ETV Bharat / state

ଝାରସୁଗୁଡାରେ ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ କ୍ରୀଡ଼ାମନ୍ତ୍ରୀ

ହଂସାମୁରାର କଣ୍ଟାପାଲି ନିକଟରେ ପ୍ରସ୍ତାବିତ ସମନ୍ବିତ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆଜି  ଶିଳାନ୍ୟାସ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Aug 11, 2019, 4:21 PM IST

ଝାରସୁଗୁଡ଼ା: ହଂସାମୁରାର କଣ୍ଟାପାଲି ନିକଟରେ ପ୍ରସ୍ତାବିତ ସମନ୍ବିତ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ କରାଯାଇଛି । ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଝାରସୁଗୁଡାରେ ଏହି ଶିଳାନ୍ୟାସ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଶିଳାନ୍ୟାସ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସହ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଯୋଗଦେଇଛନ୍ତି । ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପ୍ରଥମ ପର୍ଯ୍ୟାୟରେ ଦେଢ଼କୋଟି ଟଙ୍କା ଅନୁଦାନ ରେ ଏହି ସ୍ପୋର୍ଟସ କମ୍ପ୍ଲେସ ନିର୍ମାଣ କରିବେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲ୍ଲାର ହଂସାମୁରା କଣ୍ଟାପଲି ନିକଟରେ ପ୍ରସ୍ତାବିତ ସମନ୍ୱିତ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆଜି ରାଜ୍ୟ ସରକାରଙ୍କ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଶିଳାନ୍ୟାସ କରିଛନ୍ତି । ଶିଳାନ୍ୟାସ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସହ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ପ୍ରମୁଖ ଯୋଗଦେଇଛନ୍ତି ।

ରାଜ୍ୟ ସରକାର କ୍ରୀଡା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଦେଢ଼କୋଟି ଟଙ୍କା ଅନୁଦାନ ରେ ଏହି ସ୍ପୋର୍ଟସ କମ୍ପ୍ଲେସ ନିର୍ମାଣ କରାଯିବ ।Body:।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.