ETV Bharat / state

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ର ଅଧ୍ୟକ୍ଷ ହେଲେ ରିଆଜ ହୁସେନ - କଂଗ୍ରେସ ନେତା ରିଆଜ ହୁସେନ

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟର ଜିଲ୍ଲା ସଂଖ୍ୟାଲଘୁ ସେଲ୍‌ର ଅଧ୍ୟକ୍ଷ ହେଲେ ରିଆଜ ହୁସେନ । ଏନେଇ ରିଆଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ କଂଗ୍ରେସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ଜିଲ୍ଲା ଅଳ୍ପ ସଂଖ୍ୟକ ସେଲର ଅଧ୍ୟକ୍ଷ ହେଲେ ରିଆଜ ହୁସେନ

author img

By

Published : Nov 6, 2022, 7:59 PM IST

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟର ଜିଲ୍ଲା ଅଳ୍ପ ସଂଖ୍ୟାଲଘୁ ସେଲ୍‌ର ଅଧ୍ୟକ୍ଷ ହେଲେ ରିଆଜ ହୁସେନ । ଏନେଇ ରିଆଜଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପରେ କଂଗ୍ରେସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗତକାଲି(ଶନିବାର) ରିଆଜ ଜିଲ୍ଲା ଅସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ହେବା ପରେ ଆଜି ତାଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି ।

ଝାରସୁଗୁଡ଼ା ଜିଲ୍ଲା ଅଳ୍ପ ସଂଖ୍ୟକ ସେଲର ଅଧ୍ୟକ୍ଷ ହେଲେ ରିଆଜ ହୁସେନ

ଏହି ଅବସରରେ ଜିଲ୍ଲା ସଭାପତି, ପୂର୍ବତନ ଜିଲ୍ଲା ସଭାପତି, ମହିଳା ସଭାନେତ୍ରୀଙ୍କ ସମେତ ଜିଲ୍ଲା ଓ ଝାରସୁଗୁଡ଼ା ଟାଉନ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହାକୁ ନେଇ ରିଆଜ ହୁସେନ କହିଛନ୍ତି, ''ଯେଉଁ ଦାୟିତ୍ୱ ମୋତେ ମିଳିଛି ଏବଂ ଦଳ ଯେଉଁ ଭଳି ଭାବେ ବିଶ୍ୱାସ କରିଛି ସେହିଭଳି ଝାରସୁଗୁଡ଼ା ଜିଲ୍ଲାରେ କାମ କରିବି।''

ଏ ସମ୍ପର୍କରେ ଜିଲ୍ଲା କଂଗ୍ରେସର ମହିଳା ସଭାପତି ପ୍ରଦୀପ୍ତା ପାତ୍ର କହିଛନ୍ତି, ''ରିଆଜ ହୁସେନ ବହୁ ବର୍ଷ ଧରି କଂଗ୍ରେସର ସେବା କରିଆସୁଛନ୍ତି ତାଙ୍କୁ ଆମର ଜିଲ୍ଲା ମାଇନରିଟି ସେଲ୍‌ର ଅଧ୍ୟକ୍ଷ ନିଯୁକ୍ତ କରିଥିବାରୁ ସମସ୍ତ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ । ସେ ଆମଙ୍କୁ ଯୋଗ୍ୟ ଭାବି ଏହି ସ୍ଥାନରେ ବସାଇଛନ୍ତି । ନିଶ୍ଚିନ୍ତ ଭାବରେ ଝାରସୁଗୁଡ଼ା ଉନ୍ନତି କରିବ । ଆଉ କଂଗ୍ରେସକୁ ଆଗେଇ ନେବେ । ତାଙ୍କର ଯୋଗଦାନ ସେହିପରି ଭାବେ ଦେଉଥିବେ।''

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.