ETV Bharat / state

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ବିରୋଧ ପ୍ରଦର୍ଶନ - ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ ବିରୋଧ କରି ବିଭିନ୍ନ ସଂଗଠନ ମିଶି ଏହି ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

Bande Utkal Janani song
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ବିରୋଧ
author img

By

Published : Jun 17, 2020, 6:02 PM IST

Updated : Jun 17, 2020, 6:56 PM IST

ଝାରସୁଗୁଡ଼ା: ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ପ୍ରସଙ୍ଗରେ ଝାରସୁଗୁଡାରେ ବିରୋଧ ପ୍ରଦର୍ଶନ । ବୁଧବାର କୋଶଳ ସମନ୍ୱୟ ସମିତି, ପଶ୍ଚିମାଞ୍ଚଳ ଏକତା ମଞ୍ଚ , ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି , ଆଦିବାସୀ ସଂଗଠନ ଓ ଅନ୍ୟାନ୍ୟ ସଂଗଠନ ମିଶି ଧାରଣା ଦେବା ସହ ପ୍ରତିବାଦ ଜଣାଇଛି।

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ବିରୋଧ

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ ବିରୋଧ କରି ଏହି ପ୍ରତିବାଦ ହୋଇଛି। ଏଥିରେ ବିଭିନ୍ନ ସଂଗଠନ ମିଶି ଏହି ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ତେବେ ରାଜ୍ୟ ସରକାର ଅଣ ସାମ୍ବିଧାନିକ ଭାବରେ ରାତି ଅଧିଆ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇଛନ୍ତି। ଯାହାକୁ ଆନ୍ଦୋଳନକାରୀ ପ୍ରତିବାଦ କରି ବିରୋଧ କରିଛନ୍ତି । ଯଦି ସରକାର ଆନ୍ଦୋଳନକୁ ଅଣଦେଖା କରନ୍ତି, ତେବେ ଆଗକୁ ମଧ୍ୟ ଆନ୍ଦୋଳନ ତୀବ୍ର ହେବା ସହ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 17, 2020, 6:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.