ETV Bharat / state

ମହଙ୍ଗା ପଡିଲା ଘରୋଇ ଗାଡି ଡ୍ରାଇଭରଙ୍କ ପୋଲିସଗିରି, କାର୍ଯ୍ୟାନୁଷ୍ଠାନ ନେଲେ ଏସପି - ଝାରସୁଗୁଡା ଭିଡିଓ ଭାଇରାଲ ନ୍ୟୁଜ

ବ୍ରଜରାଜନଗର ଥାନାରେ ନିୟୋଜିତ ଘରୋଇ ଗାଡି ଡ୍ରାଇଭର ଯୋଶୀ ତାଣ୍ଡି ଶନିବାର ସଟଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜଣେ ଯୁବକକୁ ସର୍ବ ସମ୍ମୁଖରେ ଉଠ ବସ କରାଇଥିଲେ । ବ୍ରଜରାଜନଗର ଥାନା ଅଧିକାରୀଙ୍କ ଉପସ୍ଥିତିରେ ଘରୋଇ ଡ୍ରାଇଭର ଜଣକ ଯୁବକଙ୍କୁ ଉଠ ବସ କରାଇବା ଭିଡିଓ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଝାରସୁଗୁଡା ଏସପି ଟ୍ବିଟ କରି ସୂଚନା ଦେଇଛନ୍ତି ।

ମହଙ୍ଗା ପଡିଲା ଘରୋଇ ଗାଡି ଡ୍ରାଇଭରଙ୍କ ପୋଲିସଗିରି, କାର୍ଯ୍ୟାନୁଷ୍ଠାନ ନେଲେ ଏସପି

author img

By

Published : Jul 5, 2020, 1:42 PM IST

ଝାରସୁଗୁଡା: ମହଙ୍ଗା ପଡିଲା ଘରୋଇ ଗାଡି ଡ୍ରାଇଭରର ପୁଲିସଗିରି । ଝାରସୁଗୁଡା ବ୍ରଜରାଜନଗରେ ଥାନାରେ ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଲେ ଏସପି । ଘରୋଇ ଡ୍ରାଇଭରକୁ କାର୍ଯ୍ୟରୁ ବାହାର କରିବାକୁ ମହାନଦୀ କୋଲଫିଲ୍ଡ ଲିମିଟେଡ଼ (MCL) କୁ ଝାରସୁଗୁଡା ଏସପି ଚିଠି ଲେଖିଥିବା ଜଣାପଡିଛି ।

ମହଙ୍ଗା ପଡିଲା ଘରୋଇ ଗାଡି ଡ୍ରାଇଭରଙ୍କ ପୋଲିସଗିରି, କାର୍ଯ୍ୟାନୁଷ୍ଠାନ ନେଲେ ଏସପି

ସୂଚନାନୁଯାୟୀ, ବ୍ରଜରାଜନଗର ଥାନାରେ ନିୟୋଜିତ ଘରୋଇ ଗାଡି ଡ୍ରାଇଭର ଯୋଶୀ ତାଣ୍ଡି ଶନିବାର ସଟଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜଣେ ଯୁବକକୁ ସର୍ବ ସମ୍ମୁଖରେ ଉଠ ବସ କରାଇଥିଲେ । ବ୍ରଜରାଜନଗର ଥାନା ଅଧିକାରୀଙ୍କ ଉପସ୍ଥିତିରେ ଘରୋଇ ଡ୍ରାଇଭର ଜଣକ ଯୁବକଙ୍କୁ ଉଠ ବସ କରାଇବା ଭିଡିଓ ଭାଇରଲ ହେବା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଝାରସୁଗୁଡା ଏସପି ଟ୍ବିଟ କରି ସୂଚନା ଦେଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.