ETV Bharat / state

ଓଡିଶାକୁ ଛତିଶଗଡ ଟେନସନ, ସୀମାବର୍ତ୍ତୀ ଇଲାକାରେ ମାସ୍କ ଚେକିଂ କଡ଼ାକଡ଼ି

author img

By

Published : Apr 4, 2021, 12:38 PM IST

ଓଡିଶା-ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ଆଶଙ୍କା ବୃଦ୍ଧି । କୋଭିଡ ଗାଇଡ ଲାଇନ କଡାକଡି ପାଳନ । ଅଧିକ ପଢନ୍ତୁ...

mask checking tight in border areas in jharsuguda
ଓଡିଶାକୁ ଛତିଶଗଡ ଟେନସନ,ସୀମାବର୍ତ୍ତୀ ଇଲାକାରେ ମାସ୍କ ଚେକିଂ କଡ଼ାକଡ଼ି

ଝାରସୁଗୁଡା: ମହାମାରୀ କୋରୋନାର କାୟା ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ଝାରସୁଗୁଡାବାସୀ । ଛତିଶଗଡର ନିକଟବର୍ତ୍ତୀ ଜିଲ୍ଲାର ଝାରସୁଗୁଡାକୁ ଅଧିକ ରହିଛି ମହାମାରୀ ଡର । ଛତିଶଗଡ଼ରେ ଦୈନିକ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଛତିଶଗଡ଼ରେ ଦିନକରେ ବାହାରିଲେ 5818 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପଶ୍ଚିମ ଓଡିଶାର ଲୋକେ ରାୟପୁର ଉପରେ ନିର୍ଭରଶୀଳ ଥିବାରୁ ଓଡିଶା-ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଝାରସୁଗୁଡା ପ୍ରଶାସନ ପକ୍ଷରୁ ଶନିବାର ଠାରୁ ସୀମାବର୍ତ୍ତୀ ଇଲାକାରେ ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି।ଏଥିସହ ଝାରସୁଗୁଡା ସହରର ୮ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ କରିବା ସହ କିର୍ମିରା ବ୍ଲକର ୩ଟି ଅଞ୍ଚଳ ସମେତ ଲଖନପୁର ବ୍ଲକର ପିପିଲିମାଲରେ କଣ୍ଟେନମେଣ୍ଟ କରାଯାଇଛି। ଅପରପକ୍ଷରେ ଝାରସୁଗୁଡା ଜିଲ୍ଲା ସମେତ ରାଜ୍ୟର ୧୦ଟି ଜିଲ୍ଲାରେ ଆସନ୍ତା ୫ ତାରିଖରୁ ନାଇଟ କର୍ଫ୍ୟୁ ଜାରି କରାଯାଇଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.