ETV Bharat / state

ଧାନ ପେଶୁପେଶୁ ଚାଷୀଙ୍କୁ ଟାଣିନେଲା ମେସିନ

ଅସାବଧାନତା ହେଲା କାଳ । ଧାନ ପେଶୁ ଥିବା ସମୟରେ ମେସିନ ଭିତରେ ପଶିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି।

_threaser machine
_threaser machine
author img

By

Published : Dec 10, 2019, 9:18 PM IST

ଝାରସୁଗୁଡା: ଲଇକେରା ଥାନା କିର୍ମିରା ବ୍ଲକ ଶଙ୍କରାବାହାଲ ଗାଁର ଚାଷୀ ଧାନ ପେଶୁଥିବା ସମୟରେ ମେସିନ ଭିତରେ ପଶିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ କୋଲାବିରା ବ୍ଲକ ନୂଆପାଲି ଗାଁର ସୁଶାନ୍ତ ଧୁରୁଆ (୨୪) ବୋଲି ଜଣାପଡିଛି । ଅସାବଧାନତା ଯୋଗୁଁ ସେ ମେସିନ ଭିତରେ ପଶିଯାଇଥିବା ସୂଚନା ମିଳିଛି।

ଧାନ ପେଶୁ ପେଶୁ ଟାଣି ନେଲା ମେସିନ, ଚାଷୀ ମୃତ

ଖବରପାଇ ଲଇକେରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଆଜି ସନ୍ଧ୍ୟା ହୋଇଯାଇଥିବାରୁ ବୁଧବାର ମେସିନ ଖୋଲି ମୃତଦେହ ବାହାର କରି ବ୍ୟବଚ୍ଛେଦ କରାଯିବ ବୋଲି କହିଛନ୍ତି ଥାନାଧିକାରୀ ।

ସୂଚନାନୁସାରେ ଶଙ୍କରାବାହାଲ ଗାଁର ସୌକିନି ଖଡିଆ ସିଂବାହାଲ ଗାଁର ବିରଞ୍ଚି ନାଏକଙ୍କର ଧାନ ପେଶା ମେସିନ ( ଥ୍ରୀସର ) ଭଡା ସୂତ୍ରରେ ଆଣି ଖଳାରେ ଅମଳ କରି ରଖିଥିବା ଧାନକୁ ପେଷି ଧାନ ବାହାର କରୁଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଲଇକେରା ଥାନା କିର୍ମିରା ବ୍ଲକ ସଂକରାବାହାଲ ଗ୍ରାମର ଚାଷୀ ଧାନ ପେସୁ ଥିବା ସମୟରେ ଥ୍ରୀସର ଭିତରେ ପସିଯିବାରୁ ଚାଳକର ମୃତ ଘଟିଛି । ସୂଚନା ଅନୁସ୍ୱାରେ ସଂକରାବାହାଲ ଗ୍ରାମର ସୌକିନି ଖଡ଼ିଆ ସିଂବାହାଲ ଗ୍ରାମର ବିରଞ୍ଚି ନାଏକଙ୍କର ଧାନ ପେଶା ମେସିନ ( ଥ୍ରୀସର ) ଭଡା ସୂତ୍ରରେ ଆଣି ଖଳାରେ ଅମଳ କରି ରଖିଥିବା ଧାନ କୁ ପେଷି ଧାନ ବାହାର କରୁଥିଲେ । ମେସିନର ଚାଳକ କୋଲାବିରା ବ୍ଲକ ନୂଆପାଲି ଗ୍ରାମର ସୁଶାନ୍ତ ଧୁରୁଆ (୨୪) ଅସାବଧାନତା ଯୋଗୁଁ ଥ୍ରୀସର ମେସିନ ଭିତରେ ପସିଯାଇଥିବା ସୂଚନା । ଖବରପାଇ ଲଇକେରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ବୁଧବାର ମେସିନ ଖୋଲି ଶବ ବାହାର କରି ବ୍ୟବଛେଦ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଥାନାଧିକାରୀ ।Body:।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.