ETV Bharat / state

ଝାରସୁଗୁଡା ଜିଲ୍ଲାରେ ଆରମ୍ଭ ହେଉଛି 'ଫୋନରେ ଏସପି'

ଏସିପଙ୍କ ସହ ସିଧାସଳଖ କଥା ହୋଇପାରିବେ ଝାରସୁଗୁଡାବାସୀ । ଅଭିଯୋଗ ହେଉ କିମ୍ବା ସମସ୍ୟା ଜଣାଇବା ପାଇଁ ଝାରସୁଗୁଡାରେ ଆରମ୍ଭ ହେଉଛି ଫୋନରେ ଏସପି । ଅଧିକ ପଢନ୍ତୁ...

author img

By

Published : Jun 27, 2020, 8:57 AM IST

ଝାରସୁଗୁଡା ଜିଲ୍ଲାରେ ଆରମ୍ଭ ହେଉଛି ଫୋନରେ ଏସପି

ଝାରସୁଗୁଡା: ଆସନ୍ତା ସୋମବାର ଠାରୁ ଝାରସୁଗୁଡା ଜିଲ୍ଲାରେ ଆରମ୍ଭ ହେଉଛି ଫୋନରେ ଏସପି । ପ୍ରତି ସପ୍ତାହର ସୋମବାର ସକାଳ ସାଢେ 10:30ଟାରୁ ସାଢ଼େ 11:30ଟା ପର୍ଯ୍ୟନ୍ତ ଏସପିଙ୍କ ଫୋନ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୋଲିସ ବିଭାଗର ଅବହେଳା ହେଉ କିମ୍ବା କୌଣସି ସମସ୍ୟା ଉପରେ ସିଧାସଳଖ ଏସପିଙ୍କ ସହ ଯୋଗାଯୋଗ କରି ପାରିବେ ସାଧାରଣ ଲୋକେ । ଏଥିସହ କୋରୋନା କଟକଣା ପାଇଁ ଆସି ପାରୁ ନଥିବାରୁ ଏପରି ଏକ ପଦକ୍ଷେପ ନେଇଛନ୍ତି ଝାରସୁଗୁଡା ଏସପି ରାହୁଲ ପି.ଆର ।

ଏସପି ଏଭଳି ନିଷ୍ପତ୍ତି ନେଇ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ଜଣାଇଛନ୍ତି। ନିଜର ସମସ୍ୟା ନେଇ ଗ୍ରୀଭାନ୍ସ ସେଲକୁ ଆସି ପାରୁ ନଥିବା ଲୋକେ ସିଧାସଳଖ ଏସପିଙ୍କ ଅଫିସ ଫୋନ ନମ୍ବର 06645-270808ରେ ଫୋନ କରି ସମସ୍ୟା ଜଣାଇପାରିବେ। ଏହି ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଏସପି କହିଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.