ETV Bharat / state

କୋଭିଡ ନିୟନ୍ତ୍ରଣକୁ ନେଇ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ - କୋରୋନା ଅପଡେଟ

ସୁନ୍ଦରଗଡ ଓ ସମ୍ବଲପୁରରେ ସଂକ୍ରମଣ ବଢୁଛି । ଏନେଇ ଝାରସୁଗୁଡ଼ା ଜିଲ୍ଲାରେ ସଂକ୍ରମଣ ଆଶଙ୍କା ବଢୁଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକଙ୍କ ଘରୁ କରାଯାଉଛି ନମୁନା ସଂଗ୍ରହ । ଅଧିକ ପଢନ୍ତୁ

କୋଭିଡ ନିୟନ୍ତ୍ରଣକୁ ନେଇ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ

author img

By

Published : Nov 27, 2021, 10:38 PM IST

ଝାରସୁଗୁଡ଼ା : ସୁନ୍ଦରଗଡ ଓ ସମ୍ବଲପୁରରେ ସଂକ୍ରମଣ ବଢୁଛି । ଏନେଇ ଝାରସୁଗୁଡ଼ା ଜିଲ୍ଲାରେ ସଂକ୍ରମଣ ଆଶଙ୍କା ବଢୁଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘରକୁ ଘର କୋଭିଡ-19 ପରୀକ୍ଷା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ ଟେଷ୍ଟିଂ ଭ୍ୟାନ ଲୋକମାନଙ୍କ ଘରକୁ ଯାଇ ତାଙ୍କ ନମୁନା ସଂଗ୍ରହ କରି କୋଭିଡ ପରୀକ୍ଷା କରାଯିବ ।

କୋଭିଡ ନିୟନ୍ତ୍ରଣକୁ ନେଇ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ

ନମୁନା ସଂଗ୍ରହ କରାଯାଇ ଥିବା ବ୍ୟକ୍ତିଙ୍କ ମୋବାଇଲରେ ନମୁନା ପରୀକ୍ଷାର ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଝାରସୁଗୁଡ଼ା ଜିଲ୍ଲାର କୋରୋନା ନିୟନ୍ତ୍ରଣ ସ୍ଥିତି ଭଲ ରହିଛି । ପାଖ ଜିଲ୍ଲାରେ କୋରୋନା ସଂକ୍ରମଣ ବଢ଼ିଥିବା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାରେ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଉଛି ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.