ETV Bharat / state

ବିଭିନ୍ନ ଦାବି ନେଇ ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସଂଘର ଧାରଣା - ବିଭିନ୍ନ ଦାବି ନେଇ ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ

ବିଭିନ୍ନ ଦାବି ନେଇ ଲଖନପୁର କୋଇଲା ଖଣି ବିସ୍ଥାପିତ ସଂଗ୍ରାମ ସଂଘ ସମିତି ତରଫରୁ ବିକ୍ଷୋଭ ପ୍ରଦର୍ଶନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

jharsuguda collector
ବିଭିନ୍ନ ଦାବି ନେଇ ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସଂଘର ଧାରଣା
author img

By

Published : Dec 27, 2019, 11:24 PM IST

ଝାରସୁଗୁଡା: ବିଭିନ୍ନ ଦାବି ନେଇ ଲଖନପୁର କୋଇଲା ଖଣି ବିସ୍ଥାପିତ ସଂଗ୍ରାମ ସଂଘ ସମିତି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ପ୍ରଥମେ ସଂଘର କର୍ମକର୍ତ୍ତା ବେହେରାମାଲ ଛକ ଠାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।

ବିଭିନ୍ନ ଦାବି ନେଇ ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସଂଘର ଧାରଣା

ଜିଲ୍ଲାରେ ଥିବା କୋଇଲା ଖଣି ଓ ଶିଳ୍ପ ପ୍ରତିଷ୍ଠାନ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରୁଥିବା ସହ ଖଣି ଯୋଗୁଁ ବିସ୍ଥାପିତ ହେଉଥିବା ସ୍ଥାନୀୟ ପରିବାରର ସଦସ୍ୟ ମନକୁ ଉଚିତ୍ କ୍ଷତିପୂରଣ ସହ ଚାକିରି ଦେଉନଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ବିକ୍ଷୋଭ କରାଯିବା ସହ ୧୫ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସରକାର ତୁରନ୍ତ ସମସ୍ତ ଦାବି ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା: ବିଭିନ୍ନ ଦାବି ନେଇ ଲଖନପୁର କୋଇଲା ଖଣି ବିସ୍ଥାପିତ ସଂଗ୍ରାମ ସଙ୍ଘ ସମିତି ତରଫରୁ ଝାରସୁଗୁଡ଼ା ଜିଲାପାଳ କାର୍ଯ୍ୟଳୟ ସମ୍ବୁଖରେ ବିକ୍ଷୋଭ ପ୍ରଦର୍ଶନ । ସଙ୍ଘ ବେହେରାମାଲ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳ କାର୍ଯ୍ୟଳୟ ନିକଟରେ ପହଂଚି ଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଥିବା କୋଇଲା ଖଣି ଓ ଶିଳ୍ପ ପ୍ରତିଷ୍ଠାନ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରୁଥିବା ସହ ଖଣି ଯୋଗୁ ବିସ୍ଥାପିତ ହେଉଥିବା ସ୍ଥାନୀୟ ପରିବାରର ସଦସ୍ୟ ମନକୁ ଉଚିତ କ୍ଷତି ପୁରାଣ ସହ ଚାକିରୀ ଦେଉନଥିବା ଅଭିଯୋଗ କରି ୧୫ ଦଫା ଦାବିପତ୍ର ଜିଲାପାଳ ଙ୍କ ଜରିଆରେ ଦେଇଛନ୍ତି । ସରକାର ତୁରନ୍ତ ସମସ୍ତ ଦାବି ପୁରାଣ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

Byte:- ଗୋପିନାଥ ମଝି , କୋଇଲା ଖଣି ବିସ୍ଥାପିତ ସଂଗ୍ରାମ ସଙ୍ଘ ସମିତି

Body:।।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.