ETV Bharat / state

ଫ୍ୟାଲେରିଆ ଦିବସରୁ ଝାରସୁଗୁଡ଼ାରେ ଫ୍ୟାଲେରିଆ ବଟିକା ବଣ୍ଟନ ହେବ: ସିଡିଏମଓ - ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସାମ୍ବାଦିକ ସମ୍ମିଳନୀ

ଆସନ୍ତା ଫ୍ୟାଲେରିଆ ଦିବସରୁ ଝାରସୁଗୁଡା ଜିଲ୍ଲାରେ ଫ୍ୟାଲେରିଆ ବଟିକା ବଣ୍ଟନ କରାଯିବ । ଜିଲ୍ଲାର ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟ କର୍ମୀ ୧୧ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଘରକୁ ଘର ବୁଲି ଡିଇସି ଓ ଆଲବେଣ୍ଡାଜୋଲ ବଟିକାର ଗୋଟିଏ ମାତ୍ରାରେ ସେବନ କରାଇବେ । ଅଧିକ ପଢନ୍ତୁ

jharsuguda cdmo press meet on filaria
ଫ୍ୟାଲେରିଆ ଦିବସରୁ ଝାରସୁଗୁଡ଼ା ଜିଲ୍ଲାରେ ଫ୍ୟାଲେରିଆ ବଟିକା ବଣ୍ଟନ ହେବ: ସିଡିଏମଓ
author img

By

Published : Feb 8, 2022, 9:14 PM IST

ଝାରସୁଗୁଡା: ଆସନ୍ତା ଫ୍ୟାଲେରିଆ ଦିବସରୁ ଝାରସୁଗୁଡା ଜିଲ୍ଲାରେ ଫ୍ୟାଲେରିଆ ବଟିକା ବଣ୍ଟନ କରାଯିବ । ଜିଲ୍ଲାର ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟ କର୍ମୀ ୧୧ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଘରକୁ ଘର ବୁଲି ଡିଇସି ଓ ଆଲବେଣ୍ଡାଜୋଲ ବଟିକାର ଗୋଟିଏ ମାତ୍ରାରେ ସେବନ କରାଇବେ । ପ୍ରାୟ ୫ଲକ୍ଷ ୯୧ହଜାର ୫ଶହ ୩୧ ଜଣଙ୍କୁ ଏହି ବଟିକା ସେବନ କରାଇବାର ଲକ୍ଷ୍ୟ ରଖିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।

ଫ୍ୟାଲେରିଆ ଦିବସରୁ ଝାରସୁଗୁଡ଼ା ଜିଲ୍ଲାରେ ଫ୍ୟାଲେରିଆ ବଟିକା ବଣ୍ଟନ ହେବ: ସିଡିଏମଓ

ତେବେ ୩ ବର୍ଷରୁ କମ୍ ପିଲା, ଗର୍ଭବତୀ, ରୋଗୀଙ୍କୁ ଏହି ବଟିକା ସେବନ ଦିଆଯିବ ନାହିଁ । ଆଜି ଏନେଇ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.