ETV Bharat / state

ବିଚ ରାସ୍ତାରେ ମାଡିଗଲା କାର, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଲୋକେ

author img

By

Published : Sep 1, 2020, 6:28 PM IST

ଝାରସୁଗୁଡା ସହରର ବିଚ ରାସ୍ତାରେ ନିୟନ୍ତ୍ରଣ ହରାଇ ମାଡିଗଲା କାର। ଘଟଣାସ୍ଥଳରେ ବାଇକ ଓ ସ୍କୁଟିକୁ ଧକ୍କାଦେଇଥିଲା କାର । ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ବିଚ ରାସ୍ତାରେ ମାଡିଗଲା କାର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଲୋକେ, ଭିଡିଓ ଭାଇରାଲ

ଝାରସୁଗୁଡା: ବିଚ ରାସ୍ତାରେ ମାଡିଗଲା କାର, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ। ସିସିଟିଭିରେ କଏଦ ହେଲା ଭିଡିଓ । ଦୁର୍ଘଟଣାରେ ଏହି ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।

ଝାରସୁଗୁଡା ସହରର ମୁଖ୍ୟ ରାସ୍ତାର ଥାନା ନିକଟରେ ହୁଣ୍ଡାଇ ଇଅନ୍ କାର୍ ନିୟନ୍ତ୍ରଣ ହରାଇ ଅଚାନକ ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ଉପରକୁ ମାଡି ଯାଇଥିଲା । କାର ମାଡ଼ିଆସୁଥିବା ଦେଖି ଭୟରେ ସମସ୍ତେ ଦୌଡି ପଳାଇ ଥିଲେ ମଧ୍ୟ ଦୁଇଟି ବାଇକ୍ ଓ ଗୋଟିଏ ସ୍କୁଟି ଉପରେ ଚଢିଯାଇଥିଲା କାର୍ । ଏହି ଦୁର୍ଘଟଣାରେ 2 ଜଣ ଆହତ ହୋଇଥିବାବେଳେ ସୌଭାଗ୍ୟବଶତଃ 3 ଜଣ ବଞ୍ଚିଯାଇଛନ୍ତି । ଆହତଙ୍କୁ ଡାକ୍ତରଖାନା ପଠାଇ ପୋଲିସ ଗାଡ଼ି ଜବତ କରି ଅଧିକ ତଦନ୍ତ କରୁଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.