ETV Bharat / state

5 ବଗି ଛାଡି ଚାଲିଗଲା ମାଲବାହୀ ଟ୍ରେନ

ଧାରୁଆଡିହି-ବାମରା ଷ୍ଟେସନ କୁଆଁରମାଲ ନିକଟରେ ଅଘଟଣ । 5ଟି ବଗି ଛାଡି ଚାଲିଯାଇଛି ମାଲବାହୀ ଟ୍ରେନ । ଯାହା ଟ୍ରେନ ଛାଡିବାର କିଛି ସମୟ ପରେ ଡ୍ରାଇଭର ଜାଣି ପାରିଥିଲେ ।

author img

By

Published : May 20, 2019, 6:10 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଧାରୁଆଡିହି-ବାମରା ଷ୍ଟେସନ କୁଆଁରମାଲ ନିକଟରେ ଅଘଟଣ । 5ଟି ବଗି ଛାଡି ଚାଲିଯାଇଛି ମାଲବାହୀ ଟ୍ରେନ । ଯାହା ଟ୍ରେନ ଛାଡିବାର କିଛି ସମୟ ପରେ ଡ୍ରାଇଭର ଜାଣି ପାରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ତେବେ ବଗି ଛାଡି ଯାଇଥିବା ଜାଣିବା ପରେ ପଛକୁ ଫେରି ପୁଣି 5ଟି ବଗିକୁ ସଂଯୋଗ କରିସାରି ଟ୍ରେନଟି ଆଗକୁ ବଢିଥିଲା । ସୂଚନା ଅନୁଯାୟୀ ଝାରସୁଗୁଡା ବ୍ରଜରାଜନଗରରୁ କୋଇଲା ନେଇ ପଶ୍ଚିମବଙ୍ଗର କୋଲାଘାଟକୁ ଟ୍ରେନଟି ଯାଉଥିବା ଜଣାପଡିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ଧାରୁଆଡିହି-ବାମରା ଷ୍ଟେସନର କୁଅଁରମାଲ ନିକଟରେ ୫ଟି ବଗି ଛାଡ଼ି ଚାଲିଗଲା ମାଲବାହୀ ଟ୍ରେନ, କିଛି ଦୂର ଯିବା ପରେ ଜାଣିପାରିଥିଲେ ଟ୍ରେନର ଡ୍ରାଇଭର; ପଛକୁ ଫେରି ପୁଣି ୫ଟି ବଗିକୁ ସଂଯୋଗ କରି ଆଗକୁ ବଢ଼ିଥିଲା ଟ୍ରେନ ।ଝାରସୁଗୁଡ଼ା ବ୍ରଜରାଜନଗର ରୁ  କୋଇଲା ନେଇ ପଶ୍ଚିମବଙ୍ଗର କୋଲାଘାଟ କୁ ମାଲ୍‌ବାହୀ ଟ୍ରେନ୍‌ ଯାଉଥିବା ସୂଚନା ରହିଛି  ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.