ETV Bharat / state

ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ଘଟଣା, ଟାଉନ ଥାନାରେ ଏତଲା ଦେଲେ ପରିବାର

author img

By

Published : Apr 21, 2022, 5:28 PM IST

ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ଆତ୍ମହତ୍ୟା ଘଟଣା । ପରିବାର ଲୋକେ ଆଜି ଝାରସୁଗୁଡା ଟାଉନ ଥାନାକୁ ଆସି ଏତଲା ଦେଇଛନ୍ତି । ଅଧିକ ପଢନ୍ତୁ

ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ଘଟଣା

ଝାରସୁଗୁଡା: ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ଆତ୍ମହତ୍ୟା ଘଟଣା । ପରିବାର ଲୋକେ ଆଜି ଝାରସୁଗୁଡା ଟାଉନ ଥାନାକୁ ଆସି ଏତଲା ଦେଇଛନ୍ତି । ଗତ ୧୭ ତାରିଖରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।

ଏହା ବି ପଢନ୍ତୁ:ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁ ଘଟଣା: ନବ ଦାସଙ୍କ କୁଶପୁତ୍ତଳିକା ଦାହକଲା BJP

ସେହିପରି ଏହି ଘଟଣା ଘଟିବା ପରେ ଝାରସୁଗୁଡାରେ ହଟଚମଟ ଲାଗି ରହିଛି । ଏପଟେ ଏହି ଘଟଣାକୁ ରାଜନୀତି କରା ନଯାଉ ବୋଲି ଲଳିତଙ୍କ ପରିବାର ଲୋକେ କହିଛନ୍ତି । ଏଥିସହ ଯଥାଚିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ଜଣାଇଛନ୍ତି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.