ETV Bharat / state

‘ବିଜେପୁର ବାଜି ବିଜେପି ଜିତିବ’ - ବରଗଡ଼ ସାଂସଦ ସୁରେଶ ପୂଜାରୀ

ବିଜେପୁର ଉପନିର୍ବାଚନ ରକ୍ତାକ୍ତର ଲଢ଼େଇ ନୁହେଁ ବଂର ପ୍ରସଙ୍ଗର ଲଢ଼େଇ ହେବ । ପ୍ରାର୍ଥୀକୁ ଜିତାଇବା ପାଇଁ ସମସ୍ତ କାର୍ଯ୍ୟକ୍ରମ କରିବ ଦଳ । ଆଜି ବିଜେପୁର ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ ବୋଲି କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡ଼ା
author img

By

Published : Sep 28, 2019, 3:08 PM IST

ଝାରସୁଗୁଡ଼ା: ବିଜେପୁର ଉପ ନିର୍ବାଚନରେ ଦଳ ଉପଯୁକ୍ତ ପ୍ରାର୍ଥୀ ଦେବ । ଆମ ଦଳ ନିଶ୍ଚିତ ଉପନିର୍ବାଚନରେ ଜିତିବ ବୋଲି କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ ।

ଝାରସୁଗୁଡ଼ାସ୍ଥିତ ଏକ ହୋଟେଲରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମତବ୍ୟକ୍ତଦ କରିଛନ୍ତି ସାଂସଦ । ବିଜେପି କାହାକୁ ପ୍ରାର୍ଥୀ କରିବ, ସେନେଇ ଆଲୋଚନା ଚାଲିଛି । ଆଜି ପ୍ରାର୍ଥୀ ନାମ ପ୍ରକାଶ ପାଇପାରେ ବୋଲି କହିଛନ୍ତି ବରଗଡ଼ ସାଂସଦ ।

ବରଗଡ଼ ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ

ବିଜେପୁର ଉପନିର୍ବାଚନ ରକ୍ତାକ୍ତ ଲଢ଼େଇ ନୁହେଁ ପ୍ରସଙ୍ଗର ଲଢ଼େଇ ହେବ । ପ୍ରାର୍ଥୀକୁ ଜିତାଇବା ପାଇଁ ସମସ୍ତ କାର୍ଯ୍ୟକ୍ରମ ହେବା ସହ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ସୁରେଶ କହିଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Slug- murder ,Rep - Narayan,ctc,avo,29.04.19

ଆଂଙ୍କର -ନିର୍ବାଚନରେ ଭୋଟ ଦେବାକୁ ନେଇ ବିବାଦ ଘଟଣାରେ ତ୍ରିତୋଲ ନିର୍ବାଚନ ମଣ୍ଡଳି ଅଧିନରେ ଥିବା ଏରସମା ବ୍ଲକ ର ଲଖ୍ମଣ ବେହେରାଙ୍କ ମୃତ୍ୟୁ ଘଟିଛି । ଲଖ୍ମଣଙ୍କ ପୁତୁରାଙ୍କ ଅଭିଯୋଗ ଅନୁସାରେ ଲଖ୍ମଣ ବେହେରା ଗତକାଲି କଂଗ୍ରେସରେ ଯୋଗ ଦେଇଥିଲେ । ଆଜି ଭୋଟ ଦେବା ପରେ ବିଜେଡିର କିଛି କର୍ମୀଙ୍କ ସହିତ ମତାନ୍ତର ହୋଇଥିଲା । ଏହାପରେ ବିଜେଡି ର ଜଣେ କର୍ମୀ ହଠାତ କାଚ ବୋତଲରେ ଆକ୍ରମଣ କରିଥିଲେ । ଲଖ୍ମଣଙ୍କ ଡାହାଣପଟ ଛାତି ଉପରୁ ଆକ୍ରମଣ କରିଥିଲେ । ଗୁରୁତ୍ବର ଅବସ୍ଥାରେ ଆଜି ଦିନ ୩ ଟାରେ ଏସି ସି ବି କୁ ସ୍ଥାନାନ୍ତିରତ କରାଯାଇଥିଲା । ପହଞ୍ଚିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Visuals through WhatsApp. 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.