ETV Bharat / state

ଥମୁନି ଲଜ୍ଜା; ପିଜୁଳି ଦେବା ବାହାନାରେ ଦୁଷ୍କର୍ମ ! - ପିଜୁଳି ଦେଇ ଜଣେ  ୭ ବର୍ଷର ନାବାଳିକାଙ୍କୁ ଯୁବକଙ୍କ ଦୁଷ୍କର୍ମ

ଆଇନ ଯେତେ ଶକ୍ତ ହେଲେ ମଧ୍ୟ କାମାନ୍ଧଙ୍କ ଉପରେ କୌଣସି ପ୍ରଭାବ ପଡୁନଥିବା ଅଭିଯୋଗ ହେଉଛି । ଫଳରେ ଦିନକୁ ଦିନ ନାବାଳିକା ଦୁଷ୍କର୍ମ ମାମଲା ବୃଦ୍ଧି ପାଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Oct 8, 2019, 7:35 PM IST

ଝାରସୁଗୁଡା: ପିଜୁଳି ଦେଇ ଜଣେ ୭ ବର୍ଷର ନାବାଳିକାଙ୍କୁ ଯୁବକଙ୍କ ଦୁଷ୍କର୍ମ । ଏମିତି ଏକ ଲଜ୍ଜା କର ଘଟଣା ଘଟିଛି ଝାରସୁଗୁଡା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା । ପୀଡିତା ନାବାଳିକା ଘଟଣା ସଂପର୍କରେ ଘରେ କହିବା ପରେ ପରିବାର ଲୋକେ ବ୍ରଜରାଜ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ଭି଼ଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଅଭିଯୋଗ ଅନୁଯାୟୀ ଗତକାଲି ପୀଡିତା ଶିଶୁକନ୍ୟା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏହି ସମୟରେ ଅଭିଯୁକ୍ତ ଜଣକ ପିଜୁଳି ଦେବା ବାହାନାରେ ତାକୁ ଡାକି ନେଇଥିଲା ନିକଟସ୍ଥ କେନାଲ ପାଖକୁ । ସେଠାରେ ଦୁଷ୍କର୍ମ କରିଥିବା ପୀଡିତା ଶିଶୁକନ୍ୟା ପରିବାର ଲୋକଙ୍କୁ କହିଛି । ପୀଡିତା ଶିଶୁ କନ୍ୟାକୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: ଜଣେ 7 ବର୍ଷର ନାବାଳିକା ଶିଶୁ କନ୍ୟା କୁ ପିଜୁଳୀ ଦେବାକୁ କହି ନାଲା ପାଖକୁ ଟେକି ନେଇ ଦୁଷ୍କର୍ମ କଲା 19 ବର୍ଷ ର ଯୁବକ। ଅଭିଯୁକ୍ତ ଆକାଶ କୁମୁରା କୁ ଅଟକ ରଖିଛି ବ୍ରଜରାଜନଗର ପୋଲିସ। ଏନେଇ ବ୍ରଜରାଜନଗର ଥାନା ରେ ଏକ ପକ୍ସୋ ମାମଲା ରୁଜୁ କଲା ପୋଲିସ । ପିଜୁଳି ଦେବାକୁ କହି 7 ବର୍ଷର ନାବାଳିକା କୁ ଟେକି ନେଇ ଏକ ନାଲା ନିକଟରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଘଟଣା ଘଟିବା ପରେ ନିଜ ଘରକୁ ଆସି ସବୁ କଥା କହିଥିଲା ପିଡିତା। ପରେ ପରିବାର ଲୋକେ ବ୍ରଜରାଜନଗର ଥାନା ରେ ଏକ ଏକ ଅଭିଯୋଗ କରିଥିଲେ। ଚାଇଲଡ଼ ଲାଇନ ଏବଂ ବ୍ରଜରାଜନଗର ପୋଲିସ ମିଶି ଏହାର ଅଧିକ ତଦନ୍ତ ଚଳାଇଛନ୍ତି।
ବାଇଟ.1. ଆଶିଷ ପଣ୍ଡା, ସଂଯୋଜକ, ଚାଇଲଡ଼ ଲାଇନ, ଝାରସୁଗୁଡ଼ାBody:।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.