ETV Bharat / state

ମଦ୍ୟପ ଡ୍ରାଇଭର ଯୋଗୁଁ ସରକାରୀ ଗାଡି ଦୁର୍ଘଟଣାଗ୍ରସ୍ତ

author img

By

Published : Mar 2, 2020, 2:31 PM IST

ମଦ୍ୟପ ଡ୍ରାଇଭର ଯୋଗୁଁ ହେଲା ଦୁର୍ଘଟଣା । ଝାରସୁଗଡା ଜିଲ୍ଲା ଲଖନପୁର ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟରେ ପଞ୍ଚାୟତିରାଜ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ବ୍ୟବହୃତ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ...

accident in jharsuguda
ସରକାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଝାରସୁଗୁଡା : ମଦ୍ୟପ ଡ୍ରାଇଭର ଯୋଗୁଁ ହେଲା ଦୁର୍ଘଟଣା । ଝାରସୁଗଡା ଜିଲ୍ଲା ଲଖନପୁର ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟରେ ପଞ୍ଚାୟତ ରାଜ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ବ୍ୟବହାର କରୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଡ୍ରାଇଭର ଜଣକ ମଦ ପିଇ ଗାଡି ଚଳାଉ ଥିବାରୁ ଏହି ଦୁର୍ଘଟଣା ଘଟିଛି l

ସରକାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଡ୍ରାଇଭର ଦେବେନ୍ଦ୍ର କରାଳି ସହକାରୀ ଯନ୍ତ୍ରୀ ହରିବନ୍ଧୁ ସାହୁଙ୍କୁ କାର୍ଯ୍ୟାଳୟକୁ ଆଣିବାକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି l ଖବର ପାଇ ଲଖନପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଗିରଫ କରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.