ETV Bharat / state

ପୋଲିସ କବଜାରୁ ଚୋର ଫେରାର - ଝାରସୁଗୁଡା ଟାଉନ ଥାନା ପୋଲିସ

ଗତ ଗୁରୁବାର ମଙ୍ଗଳବଜାର ସ୍ଥିତ ହଟଲିପଡ଼ାରେ ରହୁଥିବା ସୋହେବ ନାମକ ବ୍ୟକ୍ତିଙ୍କ ଘରେ ଜଣେ ଚୋର ପଶି ଚୋରି ଉଦ୍ୟମ  କରୁଥିବା ବେଳେ ସୋହେବଙ୍କ ପରିବାର ବର୍ଗ ଚୋରଟିକୁ କାବୁ କରି  ପୋଲିସକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଉକ୍ତ ଚୋରଟି ପୋଲିସ ହେପାଜତରୁ ଫେରାର ହୋଇଥିବା ଜଣାପଡିଛି । ତେବେ ଝାରସୁଗୁଡା ପୋଲିସ ଏହାକୁ ଅସ୍ବିକାର କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Aug 23, 2019, 6:51 PM IST

ଝାରସୁଗୁଡା: ଝାରସୁଗୁଡା ପୋଲିସ କବଜାରୁ ଚୋର ଫେରାର୍ । ଗତ ଗୁରୁବାର ଏକ ଚୋର ଝାରସୁଗୁଡା ମଙ୍ଗଳ ବଜାର ସ୍ଥିତ ହଟଲିପଡ଼ାରେ ରହୁଥିବା ସୋହେବ ନାମକ ବ୍ୟକ୍ତିଙ୍କ ଘରେ ଜଣେ ଚୋର ପଶି ଚୋରି ଉଦ୍ୟମ କରୁଥିବା ବେଳେ ସୋହେବଙ୍କ ପରିବାର ବର୍ଗ ଚୋରଟିକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଉକ୍ତ ଚୋରଟି ପୋଲିସ ହେପାଜତରୁ ଫେରାର ହୋଇଥିବା ଜଣାପଡିଛି ।

ଭିଡିଓ ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନା ଅନୁଯାୟୀ, ଗତ ଗୁରୁବାର ସନ୍ଧ୍ୟା ସମୟରେ ଝାରସୁଗୁଡା ମଙ୍ଗଳ ବଜାର ସ୍ଥିତ ହଟଲିପଡ଼ାରେ ରହୁଥିବା ସୋହେବ ନାମକ ଜଣେ ବ୍ୟକ୍ତିଙ୍କ ଘରେ ସମସ୍ତ ପରିବାରବର୍ଗ ଶୋଇଥିବା ସମୟରେ ଜଣେ ଚୋର ତାଲା ଭାଙ୍ଗି ରୁମ ଭିତରେ ପଶିଥିଲା । ଏହାପରେ ସେ ଘରର ଆସବାବପତ୍ରକୁ ଖୋଜୁଥିବା ସମୟରେ ସୋହେବଙ୍କ ଝିଆରୀ ଆଫ୍ରିନ ବାନୋ ଏବଂ ତଳକ ନାସୀମ ତାକୁ ଦେଖି ପାଟି କରିଥିଲେ।

ସେମାନଙ୍କ ପାଟି ଶୁଣି ସମସ୍ତ ପରିବାର ସଦସ୍ୟ ଜମା ହେବା ସହ ଚୋରଟିକୁ କାବୁ କରି ପୋଲିସକୁ ହସ୍ତାନ୍ତର କରାଇଥିଲେ। କିନ୍ତୁ ଚୋରଟି ଥାନା ମଧ୍ୟରୁ ପୋଲିସ ହେପାଜତରୁ ଫେରାର ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଘଟଣାକୁ ଅସ୍ବୀକାର କରିଛି ଝାରସୁଗୁଡା ଟାଉନ ଥାନା ପୋଲିସ।

ଝାରସୁଗୁଡା ଟାଉନ ଥାନା ପୋଲିସ ଅନୁଯାୟୀ ଏତଲା ଆସିବା ପୁର୍ବରୁ ଅପରାଧୀ ଅଧା ରାସ୍ତାରୁ ଚମ୍ପଟ ମାରିଛି । ତେବେ ଚୋରଟି ସୁନ୍ଦରଗଡ଼ ଜିଲ୍ଲା ପତରାପାଲି ଅଞ୍ଚଳର ସାଗିର ଶେଖ୍ ବୋଲି ଜଣାପଡିଥିବା ବେଳେ ଏହି ଘଟଣା ନେଇ ଝାରସୁଗୁଡ଼ା ଥାନାରେ ଆଇପିସି ଧାରା ୪୫୪, ୫୧୧ ଏବଂ ୩୮୦ରେ ମାମଲା ରୁଜୁ କରାଯାଇଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: ଗତ କାଲି ସନ୍ଧ୍ୟା ସମୟରେ ଝାରସୁଗୁଡା ମଙ୍ଗଳ ବଜାର ସ୍ଥିତ ହଟଲିପଡ଼ା ରେ ରହୁଥିବା ସୋହେବ ନାମକ ଜଣେ ବ୍ୟକ୍ତି ଙ୍କ ଘରେ ଜଣେ ଚୋର ଚୋରି କରିବା ଉଦ୍ୟେଶ ରେ ପରିବାରର ସମସ୍ଥ ସଦସ୍ୟ ଥିବା ସମୟରେ ଘରେ ପଶି ତାଙ୍କ ଶୋଇବା ଘର ର ତାଲା ଭାଙ୍ଗି ରୁମ ଭିତରେ ପଶିଥିଲା । ସେହି ବ୍ୟକ୍ତିର ନାଁ ସାଗିର ଶେଖ ଏବଂ ସେ ସୁନ୍ଦରଗଡ଼ ଜିଲ୍ଲା ପତରାପାଲି ଅଞ୍ଚଳର ବୋଲି ସୂଚନା ମିଳିଛି । ଘରେ ପଶି ସେ ଘର ଅସବାବ ପତ୍ର କୁ ତଲାସୀ କରୁଥିବା ସମୟରେ ସୋହେବ ଙ୍କ ଝିଆରୀ ଆଫ୍ରିନ ବାନୋ ଏବଂ ତଳକ ନାସୀମ ତାକୁ ଦେଖି ପାଟି କରିଥିଲେ। ଏଥିରେ ସମସ୍ତ ପରିବାର ସଦସ୍ୟ ଜମା ହେବା ସହ ଚୋରଟିକୁ କାବୁ କରିବା ସହ ପୋଲିସ କୁ ଜିମା ଦେଇଥିଲେ।କିନ୍ତୁ ଉକ୍ତ ଚୋର ଟି ପୋଲିସ ହେପାଜତରୁ ଫେରାର ହୋଇଥିବା ସୂଚନା ରହିଥିବା ବେଳେ ଥାନାରୁ ଖସି ପଲାଇବା ଘଟଣାକୁ ଅସ୍ବୀକାର କରିଛି ଝାରସୁଗୁଡା ଟାଉନ ଥାନା ପୋଲିସ।ଥାନାରେ ଏତଲା ଆସିବା ପୁର୍ବରୁ ଅପରାଧି ଚମ୍ପଟ ମାରିଥିବା ପୋଲିସ ସ୍ୱୀକାର କରିବା ସହ ଏ ନେଇ ଝାରସୁଗୁଡ଼ା ଥାନାରେ ଆଇପିସି ଧାରା ୪୫୪, ୫୧୧ ଏବଂ ୩୮୦ ରେ ମାମଲା ରୁଜୁ କରାଯାଇଛି।Body:।।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.