ETV Bharat / state

ମାଙ୍କଡକୁ ଦେଖି ଛାତରୁ ଖସି ପଡିଲେ ମହିଳା

ମୃତକ ଜଣକ ହେଲେ ବିଂଝାରପୁର ଥାନା ଭଅଁରା ପଞ୍ଚାୟତ ରାଇପୁର ଗ୍ରାମର ଅରୁଣ ସ୍ବାଇଁଙ୍କ ପତ୍ନୀ ଜୟନ୍ତୀ ସ୍ବାଇଁ ।

author img

By

Published : Jan 4, 2020, 4:40 AM IST

women death
ଛାତରୁ ଖସି ପଡିଲେ ମହିଳା

ଯାଜପୁର: ଛାତରୁ ଖସି ପଡି ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତକ ଜଣକ ହେଲେ ବିଂଝାରପୁର ଥାନା ଭଅଁରା ପଞ୍ଚାୟତ ରାଇପୁର ଗ୍ରାମର ଅରୁଣ ସ୍ବାଇଁଙ୍କ ପତ୍ନୀ ଜୟନ୍ତୀ ସ୍ବାଇଁ । ଜୟନ୍ତୀ ସକାଳୁ ଗାଧୋଇ ସାରିଲା ପରେ ଛାତ ଉପରକୁ ଲୁଗା ଶୁଖାଇବା ପାଇଁ ଯାଇଥିଲେ ।

ଛାତରୁ ଖସି ପଡିଲେ ମହିଳା

ସେହି ସମୟରେ ତାଙ୍କୁ ଏକ ମାଙ୍କଡ ଗୋଡାଇଥିଲା । ସେ ଦୌଡି ପଳାଇ ଆସୁଥିବା ବେଳେ ଛାତ ଉପରୁ ତଳକୁ ଖସି ପଡିଥିଲେ । ତାଙ୍କୁ ଘଟଣାସ୍ଥଳରୁ ପରିବାର ଲୋକେ ତୁରନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର                                                                        ଭିଜୁଆଲ: ଡେଥ୍
ତାରିଖ: ୦୩.୦୧.୨୦୨୦
ରିପୋର୍ଟ:Gyanaranjan ojha
ପଂର୍ମାଟ୍: ଏଭିଓ
ସ୍ଲଗ : ଛାତରୁ ଖସି ପଡି ଜଣେ ମହିଳା ମୃତ୍ୟୁ ।
ଆଙ୍କର
ଛାତରୁ ଖସି ପଡି ଜଣେ ମହିଳା ମୃତ୍ୟୁ । ମୃତକ ହେଲେ ବିଂଝାରପୁର ଥାନା ଭଅଁରା ପଚାଂୟତ ରାଇପୁର ଗ୍ରାମର ଅରୁଣ ସ୍ୱାଇଁଙ୍କ ସ୍ରୀ ଜୟନ୍ତୀ ସ୍ୱାଇଁ । ଜୟନ୍ତୀ ସକାଳୁ ଗାଧୋଇ ସାରିଲା ପରେ ଛାତ ଉପରକୁ ଲୁଗା ଶୁଖାଇବା ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ମାଙ୍କଡ ଗୋଡାଥିଲା । ସେ ଦୋ÷ଡି ପଳାଇ ଆସୁଥିବା ବେଳେ ଛାତ ଉପରୁ ତଳକୁ ଖସି ପଡିଥିଲେ । ତାଙ୍କୁ ଘଟଣାସ୍ଥଳରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
Body:newsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.