ETV Bharat / state

ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବେ ୨୦ ହଜାରରୁ ଊର୍ଦ୍ଧ୍ବ ଭୋଟର

ବ୍ୟାସନଗର ଜମି ସୁରକ୍ଷା ସମିତି ପକ୍ଷରୁ ଗୁରୁବାର ସ୍ଥାୟୀ ପଟ୍ଟା ଓ ଜଙ୍ଗଲ ଜମି ଉଚ୍ଛେଦ ଆଇନର ସଂଶୋଧନ ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଶତାଧିକ ଲୋକ ଶୋଭାଯାତ୍ରାରେ ଆସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।

author img

By

Published : Mar 8, 2019, 6:26 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ଯାଜପୁର: ବ୍ୟାସନଗର ଜମି ସୁରକ୍ଷା ସମିତି ପକ୍ଷରୁ ଗୁରୁବାର ସ୍ଥାୟୀ ପଟ୍ଟା ଓ ଜଙ୍ଗଲ ଜମି ଉଚ୍ଛେଦ ଆଇନର ସଂଶୋଧନ ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଶତାଧିକ ଲୋକ ଶୋଭାଯାତ୍ରାରେ ଆସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏଥି ସହିତ କଳିଙ୍ଗନଗର ଏଡିଏମଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅବିଳମ୍ବେ ଦାବି ପୂରଣ ନ ହେଲେ ୫ ହଜାରରୁ ଊର୍ଦ୍ଧ୍ବ ପ୍ରଭାବିତ ପରିବାରର ଅନ୍ୟୁନ ୨୦ ହଜାରରୁ ଊର୍ଦ୍ଧ୍ବ ଭୋଟର ଭୋଟ ବର୍ଜନ କରିବେ ବୋଲି ଜମି ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି । ଏଡିଏମଙ୍କ ଅନୁପସ୍ଥିତିରେ ସ୍ୱତନ୍ତ୍ର ଭୂର୍ଜନ ଅଧିକାରୀ ସପନ କୁମାର ନନ୍ଦ ଦାବିପତ୍ର ଗ୍ରହଣ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.