ETV Bharat / state

ସରକାରୀ ସହାୟତା ମିଳୁନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ - flood relief

ଯାଜପୁର ଜିଲ୍ଲା ବିଞ୍ଜାରପୁର ବ୍ଳକ ଉତ୍ତରକୂଳ ପଞ୍ଚାୟତରେ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ କରି ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ ......

ସରକାରୀ ସହାୟତା ମିଳୁନଥିବା ଅଭିଯୋଗ
ସରକାରୀ ସହାୟତା ମିଳୁନଥିବା ଅଭିଯୋଗ
author img

By

Published : Oct 13, 2020, 5:21 PM IST

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଜାରପୁର ବ୍ଳକ ଉତ୍ତରକୂଳ ପଞ୍ଚାୟତରେ ସରକାରୀ ସହୟତା ମିଳୁନଥିବା ଅଭିଯୋଗ କରି ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଉତ୍ତରକୂଳ ପଞ୍ଚାୟତକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଘୋଷଣା କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସରକାରୀ ସହାୟତା ପାଇ ପାରିନାହାନ୍ତି ଗ୍ରାମବାସୀ ।

ଚଳିତ ବର୍ଷ ବନ୍ୟାରେ ସ୍ଥାନୀୟ ଲୋକେ ବ୍ୟାପକ କ୍ଷୟକ୍ଷତି ସାମ୍ନା କରିଥିଲେ ସୁଦ୍ଧା ଏପର୍ଯ୍ଯନ୍ତ ସରାକାରୀ ସହାୟତା ନମିଲିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ରିଲିଫ ଯୋଗାଣ ଓ ଭାଙ୍ଗିଯାଇଥିବା ଘର, ଗୁହାଳ ଓ ପାଲ ଯୋଗାଣ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପୂର୍ବରୁ ଏ ନେଇ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲାପ୍ରଶାସନକୁ ପ୍ରଦାନ କରାଯାଇଥିଲେ ମଧ୍ୟ ସୁଫଳ ମିଳି ନଥିବାରୁ ଗ୍ରମବାସୀ ମାନେ ବାଧ୍ୟ ହୋଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଧାରଣା ଦେଇଥିଲେ । ଜିଲାପାଳ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସରକାରୀ ସହୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝାଙ୍କ ରିପୋର୍ଟ, ଇଟିଭି ଭାରତ

I

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.