ETV Bharat / state

ଯାଜପୁରରେ ଗାଡି ଯାଞ୍ଚ, ଦିନକରେ ଆଦାୟ ହେଲା ୬୫ ହଜାର

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗାଡିର ଫିଟନେସ, ପରମିଟ୍, ହେଲମେଟ୍, ଇନ୍ସୁରାନ୍ସ ଯାଞ୍ଚ । ପ୍ରଥମ ଦିନରେ ଆଦାୟ ହେଲା ୬୫,୬୫୦ଟଙ୍କା ଜୋରିମାନା । ଗାଡି ଗୁଡିକୁ ନିଜ ନିଜ ପରମିଟ୍ ଅନୁଯାୟୀ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 11, 2019, 7:25 PM IST

ଯାଜପୁର: ସଡକ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗାଡିର ଫିଟନେସ, ପରମିଟ୍, ହେଲମେଟ୍, ଇନ୍ସୁରାନ୍ସ ଆଦି ଯାଞ୍ଚ କରାଯାଉଛି । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ଉପସ୍ଥିତିରେ ପରିବହନ ବିଭାଗ, ପୋଲିସ ପକ୍ଷରୁ ଏହି ଧରପକଡ ଆରମ୍ଭ ହୋଇଛି । ଏଥିସହିତ ସ୍କୁଲ ବସ ଓ ଗାଡି ଗୁଡିକରେ ଆବଶ୍ୟକତା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ତାଗିଦ ମଧ୍ୟ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଅନ୍ୟପକ୍ଷରେ ଯାଜପୁରରୁ କଟକ ଓ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସ ଗୁଡିକ ପାଣିକୋଇଲି ଦେଇ ଯାଉନଥିବାରୁ ଗାଡିକୁ ତନଖି କରାଯାଇଥିଲା । ଗାଡିଗୁଡିକୁ ନିଜ ନିଜ ପରମିଟ୍ ଅନୁଯାୟୀ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ସେମାନଙ୍କ ଠାରୁ ପ୍ରଥମ ଦିନରେ ମୋଟ ୬୫,୬୫୦ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-CHECKING
format-avO
reporter-Gyanaranjan ojha
place-jajpur
date-11.08.19
anchor---ଯାଜପୁରରେ ସଡକ ସୁରକ୍ଷା ପାଇଁ ବ୍ୟାପକ ଧରପକଡ ଆରମ୍ଭ ହୋଇଛି । ଜିଲାପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗାଡିର ପିଂଟ୍ ନେସ ,ପରମିଟ୍,ହେଲମେଟ୍,ଇନ୍ସୁରାନ୍ସ ଆଦି ଯାଂଚ କରାଯାଉଛି । ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଙ୍କ ଉପସ୍ଥିତିରେ ପରିବହନ ବିଭାଗ,ପୋଲିସ ପକ୍ଷରୁ ଏହି ଧରପକଡ ଜାରି ରହିଛି । ଏଥିସହିତ ସ୍କୁଲ ବସ ଓ ଗାଡି ଗୁଡିକରେ ଆବଶ୍ୟକତା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ତାଗିଦ ମଧ୍ୟ କରାଯାଇଛି । ସେହିପରି ଯାଜପୁରରୁ କଟକ ଓ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସ ଗୁଡିକ ପାଣିକୋଇଲି ଦେଇ ଯାଉନଥିବା ଗାଡିକୁ ତନଖି କରାଯାଇଥିଲା । ସେମାନଙ୍କୁ ନିଜ ନିଜ ପରମିଟ୍ ଅନୁଯାୟୀ ଯାତ୍ରା କରିବାକୁ ନିର୍ଦ୍ଧେଶ ଦିଆଯିବା ସହିତ ସେମାନଙ୍କ ଠାରୁ ପ୍ରଥମ ଦିନରେ ମୋଟ ୬୫,୬୫୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।
Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.