ETV Bharat / state

ଯାଜପୁରର ଜଗତଜନନୀଙ୍କ ଭସାଣ ଉତ୍ସବ ପାଳିତ - today durga bhasani yatra

ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଜଗତଜନନୀ ମା' ଦୁର୍ଗାଙ୍କର ଭସାଣ ଉତ୍ସବ ପାଳିତ ହେଉଛି । ଅଧିକ ପଢନ୍ତୁ...

today durga bhasani yatra at jajpur with covid restriction
ଯାଜପୁରର ବିଭିନ୍ନ ସ୍ଥାନରେ ଜଗତଜନନୀ ମା' ଦୁର୍ଗାଙ୍କର ଭସାଣ ଉତ୍ସବ ପାଳିତ
author img

By

Published : Oct 27, 2020, 5:47 PM IST

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଜଗତଜନନୀ ମା' ଦୁର୍ଗାଙ୍କ ଭସାଣ ଉତ୍ସବ ପାଳିତ ହେଉଛି । ଚଳିତ ବର୍ଷ କୋରୋନା କଟକଣା ଭିତରେ ଶାରଦୀୟ ଦୂର୍ଗାପୂଜା ଉତ୍ସବ ଶେଷ ହୋଇଥିବା ବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ପାଳିତ ହେଉଛି ଭସାଣ ଉତ୍ସବ।

ଯାଜପୁରର ବିଭିନ୍ନ ସ୍ଥାନରେ ଜଗତଜନନୀ ମା' ଦୁର୍ଗାଙ୍କର ଭସାଣ ଉତ୍ସବ ପାଳିତ

ବ୍ୟାସନଗର ଠାରେ ଆଜି ବିଭିନ୍ନ ମଣ୍ଡପରୁ ମା'ଙ୍କ ମେଢ ବିନା ଶୋଭାଯାତ୍ରାରେ ବିସର୍ଜନ ପାଇଁ ନଦୀନାଳକୁ ନିଆଯାଇଛି । ପ୍ରଶାସନ ଦ୍ବାରା ସ୍ଥିର ହୋଇଥିବା ନିର୍ଦ୍ଧାରିତ ସ୍ଥାନରେ ମେଢ ବିସର୍ଜନ କରାଯାଇଛି ।

ସେହିପରି ଜିଲ୍ଲା ପାଣିକୋଇଲି, ବିଂଝାରପୁର, ବରୀ, ବଡଚଣା ଓ ଯାଜପୁର ଆଦି ଅଞ୍ଚଳରେ ମା'ଙ୍କ ବିସର୍ଜନ ଆରମ୍ଭ ହେଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.