ETV Bharat / state

ହସ୍ତଶିଳ୍ପୀ କାରିଗରଙ୍କ ସମସ୍ୟା ସମାଧାନ ପାଇଁ ବୈଠକ - handloom workers meeting in jajpur

ଲାଖବିନ୍ଧା ଇସ୍କନ ମନ୍ଦିର ପରିସରରେ ଜିଲ୍ଲା ହସ୍ତଶିଳ୍ପୀ କର୍ମଜୀବୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ପର୍ଶୁରାମ ବେହେରାଙ୍କ ସଭାପତିତ୍ତ୍ବରେ ଏହି ସଭା ଅନୁଷ୍ଠିତ ହୋଇଥିବା ବେଳେ କାରିଗରଙ୍କ ସମସ୍ୟାର ସମାଧାନ ଉପରୋ ଆଲୋଟନା ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 9, 2019, 12:06 PM IST

ଯାଜପୁର: ଜିଲ୍ଲାର ହସ୍ତଶିଳ୍ପୀ କାରିଗରଙ୍କ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲାଖବିନ୍ଧା ଇସ୍କନ ମନ୍ଦିର ପରିସରରେ ଜିଲ୍ଲା ହସ୍ତଶିଳ୍ପୀ କର୍ମଜୀବୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ପର୍ଶୁରାମ ବେହେରାଙ୍କ ସଭାପତିତ୍ତ୍ବରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏହି ବୈଠକରେ ଜିଲ୍ଲାର ବିଭିନ୍ନ କାରିଗର ଯୋଗ ଦେବା ସହ ଏକତ୍ରୀତ ହେବାକୁ ଆହ୍ବାନ ଦିଆଯାଇଥିଲା । କାରିଗରଙ୍କ ସମ୍ପର୍କରେ ବିଭିନ୍ନ ମନଗଢ଼ା କାହାଣି ଗଣମାଧ୍ୟମରେ ପ୍ରକାଶ ପାଇବା ଘଟଣାକୁ ବୈଠକରେ ନିନ୍ଦା କରାଯାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Sulg –Handloom Meeting
Format – Avo
Report – Gyana ranjan ojha
Place – jajpur
Date-09.08.2019
ଆଙ୍କର
ଯାଜପୁର ଲାଖବିନ୍ଧା ଇସ୍କନ ମନ୍ଦୀର ପରିସରରେ ଜିଲା ହସ୍ତଶିଳ୍ପୀ କର୍ମଜିବି ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ପର୍ଶୁରାମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶେଷ କରି ହସ୍ତଶିଳ୍ପୀ କାରିଗର ମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲାର ବିଭିନ୍ନ କାରିଗର ଯୋଗ ଦେଇ ଏକତ୍ରିତ ହୋଇରହିବାକୁ ଆହ୍ୱାନ ଦିଆଯାଇଥିଲା । କାରିଗର ମାନଙ୍କ ସଂପର୍କରେ ବିଭିନ୍ନ ମନଗଢ଼ା କାହାଣି ଗଣମାଧ୍ୟମରେ ପ୍ରକାଶ ପାଇବା ଘଟଣାକୁ ବୈଠକରେ ନିନ୍ଦା କରାଯାଇଥିଲା ।।

Body:NewsConclusion:null
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.