ETV Bharat / state

ଜିଲ୍ଲା ଲେଖିକା ସଂସଦ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ - The Corona Awareness Program

ଯାଜପୁର ଜିଲ୍ଲା ବ୍ୟାସନଗର ଏନ ସି ହାଇସ୍କୁଲ ପଡିଆରେ ଜିଲ୍ଲା ଲେଖିକା ସଂସଦ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

The Corona Awareness Program is being organized by the District Writers' Parliament
ଜିଲ୍ଲା ଲେଖିକା ସଂସଦ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
author img

By

Published : Nov 7, 2020, 9:25 PM IST

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଏନ ସି ହାଇସ୍କୁଲ ପଡିଆରେ ଜିଲ୍ଲା ଲେଖିକା ସଂସଦ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାନେତ୍ରୀ ହିରେଣ୍ୟ କୁମାରୀ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବୟିତ୍ରୀ ବ୍ରଜେଶ୍ୱରୀ ସିଂ, ରିନାରାଣୀ ମହାପାତ୍ର ପ୍ରମୁଖ ଯୋଗ ଦେଇ କୋରୋନା ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ ।

ଜିଲ୍ଲା ଲେଖିକା ସଂସଦ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଶେଷ କରି ଗରିବ ଶ୍ରେଣୀର ବ୍ୟକ୍ତିମାନେ କୋରୋନା ସଂପର୍କରେ ସଚେତନ ହେଉନଥିବାରୁ ସେମାନଙ୍କୁ ଆବଶ୍ୟକ ମାସ୍କ, ସାନିଟାଇଜର, ସାବୁନ ଏବଂ ବିସ୍କୁଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଅଶାନ୍ତି ସାମଲ, କ୍ଳବ ଦି ୟୁଥମାସର ସମ୍ପାଦକ, ପ୍ରକାଶ ଜେନାଙ୍କ ସମେତ ବହୁ ସାହିତ୍ୟିକ ଯୋଗ ଦେଇଥିଲେ । ଏଥିରେ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ମାକ୍ସ ବଣ୍ଟାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.