ETV Bharat / state

ସଡକ ଦୁର୍ଘଟଣା: ଅଧ୍ୟାପକ ମୃତ, 2 ଛାତ୍ରୀ ଆହତ - jajpur

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପାଣିକୋଇଲି ତାରିଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ଶିଶିର କୁମାର ଶତପଥୀ ମୃତ ଓ 2 ଛାତ୍ରୀ ଆହତ । ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ଥିବା ବେଳେ ଟ୍ରକକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Mar 25, 2019, 3:26 PM IST

ଯାଜପୁର: ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ- ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବାବେଳେ 2ଜଣ ଆହତ ହୋଇଛନ୍ତି। ତେବେ ମୃତ୍ୟୁକ ଜଣକ ହେଲେ, ସ୍ଥାନୀୟ ପାଣିକୋଇଲି ତାରିଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ଶିଶିର କୁମାର ଶତପଥୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନାମୁତାବକ, ସୋମବାର ଦିନ ପରୀକ୍ଷା ଦେବାକୁ ଅଧ୍ୟାପକ ଶିଶିର କୁମାରଙ୍କ ସହିତ ସେଇ ମହାବିଦ୍ୟାଳୟର +3 କଳାର 2 ଛାତ୍ରୀ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର 3ଜଣଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ତେବେ ଡାକ୍ତର 3ଜଣଙ୍କୁ ଚିକିତ୍ସା ପରେ ଅଧ୍ୟାପକ ଶିଶିର କୁମାର ଶତପଥୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଅଧିକ ଚିକିତ୍ସା ନିମନ୍ତେ ଛାତ୍ରୀ 2ଜଣଙ୍କୁ ବର୍ତ୍ତମାନ କଟକ ସ୍ଥାନାନ୍ତରିତ କରାଯାଇଛି। ସୂଚନାଥାଉକି, ଆହତ ଛାତ୍ରୀ 2ଜଣଙ୍କର ଘର ଯାଜପୁର ଥାନା ପହଙ୍ଗା ଅଞ୍ଚଳର ।

ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ଥିବା ବେଳେ ଟ୍ରକକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

Karan Johar was heavily trolled recently on social media, after he accidentally liked an offending tweet about Shah Rukh Khan. Fans of Badshah Khan went on to trend #ShameOnKaranJohar, with KJo finally issuing a clarification. And while the stars got together at a recent Awards function, Karan and Shah Rukh made time for a selfie moment, hinting that all is well between them. Check out their camaraderie below, which also includes candid clicks of Ranbir Kapoor and Ranveer Singh in the background

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.