ETV Bharat / state

ଯାଜପୁର ଜିଲ୍ଲାରେ କୋଭିଡ ପରିଚାଳନା ନେଇ ସମୀକ୍ଷା ବୈଠକ

author img

By

Published : Aug 19, 2020, 4:13 PM IST

ଯାଜପୁର ଜିଲ୍ଲାର କୋରୋନା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା 2310 ଥିବାବେଳେ ୧୬୭୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଅଧିକ ପଢନ୍ତୁ...

ଯାଜପୁର ଜିଲ୍ଲାରେ କୋଭିଡ ପରିଚାଳନା ନେଇ ସମୀକ୍ଷା ବୈଠକ
ଯାଜପୁର ଜିଲ୍ଲାରେ କୋଭିଡ ପରିଚାଳନା ନେଇ ସମୀକ୍ଷା ବୈଠକ

ଯାଜପୁର: ଜିଲ୍ଲାର କୋଭିଡ ପରିଚାଳନାର ସମୀକ୍ଷା ବୈଠକ । ଜିଲ୍ଲାରେ ମହାମାରୀ କୋରୋନାର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି । ଜିଲ୍ଲାରେ ସୁସ୍ଥତା ହାର ୭୬.୭ ରହିଛି ।

ଯାଜପୁର ସର୍କିଟ ହାଉସ ଠାରେ ଜିଲ୍ଲାର କୋଭିଡ ପରିଚାଳନା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ପର୍ଯ୍ୟବେକ୍ଷକ ହେମନ୍ତ କୁମାର ଶର୍ମା ଅଧ୍ୟକ୍ଷତା କରି ଜିଲ୍ଲାରେ କୋରୋନାର ସ୍ଥିତି, ଗ୍ରହଣ କରାଯାଇଥିବା ପଦକ୍ଷେପ, ଚିକିତ୍ସା ବ୍ୟବସ୍ଥା, କୋଭିଡ କେୟାର ହୋମ, କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ଓ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନ ପଜିଟିଭଙ୍କ ସଂଖ୍ୟା 2310 ଥିବାବେଳେ ୧୬୭୮ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.