ETV Bharat / state

ଯାଜପୁରରେ ସରିଲା ରଥଯାତ୍ରା

ଜଗନ୍ନାଥଙ୍କ ଜୟଜୟକାରରେ ପ୍ରକ୍ବମ୍ପିତ ଆଜି ସାରା ବିଶ୍ବ । ଯାଜପୁରର ବିଭିନ୍ନ ସ୍ଥାନରେ ମଧ୍ୟ ମହାଆଡମ୍ବରରେ ପାଳିତ ହୋଇଛି ରଥଯାତ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jul 4, 2019, 9:31 PM IST

ଯାଜପୁର: ରଥଯାତ୍ରା ଅବସରରେ ଉଛୁଳୁଛି ସାରା ଓଡିଶା । ଜଗନ୍ନାଥ ନାମ କୀର୍ତ୍ତନରେ ବିଭୋର ଭକ୍ତଗଣ । ଯାଜପୁରରେ ମଧ୍ୟ ମହାଆଡମ୍ବରରେ ସମ୍ପନ୍ନ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର ଜିଲ୍ଲାର 10ଟି ବ୍ଳକ ଆଉ 2ଟି ପୌରାଞ୍ଚଳରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରଥଟଣା ହୋଇଛି । ଵିଶେଷ କରି ଜିଲ୍ଲାର ଛତିଆ, ସୁକିନ୍ଦା, ଯାଜପୁର ,ଗଡ଼ମଧୁପୁର ଆଉ ବ୍ୟାସନଗର ଜଗନ୍ନାଥ ମନ୍ଦିରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ରଥଟଣା କାର୍ଯ୍ୟକ୍ରମ ।

ସେହିପରି ବ୍ୟାସନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂର୍ବତନ କାଉନ୍ସିଲର ସୌମେନ୍ଦ୍ର ରାଉତ ଛେରାପହଁରା କାର୍ଯ୍ୟ ଆରମ୍ଭ ପରେ ରଥଟଣା ଆରମ୍ଭ ହୋଇଥିଲା । ଏହି ରଥଟଣା ଉତ୍ସବରେ ପୌରାଞ୍ଚଳର ୧0 ହଜାରରୁ ଉର୍ଦ୍ଧ ଭକ୍ତ ଯୋଗ ଦେଇ ରଥ ଟାଣିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଆଜି ହେଉଛି ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କର ଘୋଷ ଯାତ୍ରା। ଏଥିପାଇଁ ଯାଜପୁର ଜିଲ୍ଲାର 10ଟି ବ୍ଳକ ଆଉ 2ଟି ପୌରାଞ୍ଚଳରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରଥ ଟଣା ଯାଇଥିଲା। ଵିଶେଷ କରି ଜିଲ୍ଲାର ଛତିଆ, ସୁକିନ୍ଦା, ଯାଜପୁର ,ଗଡ଼ମଧୁପୁର ଆଉ ବ୍ୟାସନଗର ଜଗନ୍ନାଥ ମନ୍ଦିରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ରଥଟଣା କାର୍ଯ୍ୟକ୍ରମ। ସେହିପରି ବ୍ୟାସନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂର୍ବତନ କାଉନ୍ସିଲର ସୌମେନ୍ଦ୍ର ରାଉତ ଛେରାପହଁରା କାର୍ଯ୍ୟ ଆରମ୍ଭ ପରେ ରଥଟଣା ଆରମ୍ଭ ହୋଇଥିଲା। ଏହି ରଥଟଣା ଉତ୍ସବରେ ପୌରାଞ୍ଚଳର ୧0ହାଜରୁ ଉର୍ଦ୍ଧ ଭକ୍ତ ଯୋଗଦେଇ ରଥଟାଣି ଥିଲେ।
Body:ScriptConclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.