ETV Bharat / state

ଯାଜପୁର ପୌରାଧ୍ୟକ୍ଷା ଭାବେ ଦାୟିତ୍ବ ନେଲେ ରଞ୍ଜୁଲତା ହୋତା

ଯାଜପୁର ପୌରପାଳିକାର ପୌରାଧ୍ୟକ୍ଷା ଭାବେ ରଞ୍ଜୁଲତା ହୋତା ଦାୟିତ୍ୱ ଗ୍ରହଣ କରିଛନ୍ତି । ଯାଜପୁର ପୌରପାଳିକାର ୧୮ଟି କାଉନସିଲର ବିଜେଡି ହାତେଇଥିବା ବେଳେ ପୌରାଧ୍ୟକ୍ଷା ପଦବୀ ମଧ୍ୟ ବିଜେଡି କବଜା କରିଛି । ଅଧିକ ପଢ଼ନ୍ତୁ

ଯାଜପୁର ପୌରପାଳିକାର ପୌରାଧ୍ୟକ୍ଷା ଭାବେ ରଞ୍ଜୁଲତା ହୋତାଙ୍କ ଦାୟିତ୍ୱ ଗ୍ରହଣ

author img

By

Published : Mar 31, 2022, 1:17 PM IST

ଯାଜପୁର: ଯାଜପୁର ପୌରପାଳିକାର ପୌରାଧ୍ୟକ୍ଷା ଭାବେ ରଞ୍ଜୁଲତା ହୋତା ଦାୟିତ୍ୱ ଗ୍ରହଣ କରିଛନ୍ତି । ଯାଜପୁର ପୌରପାଳିକାର ୧୮ଟି କାଉନସିଲର ବିଜେଡି ହାତେଇଥିବା ବେଳେ ପୌରାଧ୍ୟକ୍ଷା ପଦବୀ ମଧ୍ୟ ବିଜେଡି କବଜା କରିଛି । ତେବେ ଆଜି ସବୁ କାଉନସିଲରଙ୍କ ଉପସ୍ଥିତିରେ ସେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ପୌରବାସୀଙ୍କ ସମସ୍ୟାକୁ କିପରି ସମାଧାନ କରିହେବ ସେ ନେଇ ଉଦ୍ୟମ କରିବି ବୋଲି ପୌରାଧ୍ୟକ୍ଷା କହିଛନ୍ତି ।

ଯାଜପୁର ପୌରପାଳିକାର ପୌରାଧ୍ୟକ୍ଷା ଭାବେ ରଞ୍ଜୁଲତା ହୋତାଙ୍କ ଦାୟିତ୍ୱ ଗ୍ରହଣ

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.