ETV Bharat / state

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ ରାଷ୍ଟ୍ରୀୟ ମଜଦୁର ସଂଘ - ଯାଜପୁର ଶାଖାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଂଘଠନ

ରାଜ୍ୟରେ ଶ୍ରମିକଙ୍କୁ ଅବହେଳା ନେଇ ଆସନ୍ତୋଷ ପ୍ରକାଶ କରିଛି କଂଗ୍ରେସ ରାଷ୍ଟ୍ରୀୟ ମଜଦୁର ସଂଘ । ଶ୍ରମିକ,କୃଷକ ଓ କର୍ମଚାରୀ ବିରୋଧୀ ନିତି ବିରୋଧରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ ରାଷ୍ଟ୍ରୀୟ ମଜଦୁର ସଂଘ

author img

By

Published : Nov 4, 2020, 2:54 PM IST

ଯାଜପୁର: ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି,କେନ୍ଦ୍ର ସରକାରଙ୍କ ସରକାରୀ ଉଦ୍ୟୋଗକୁ ଘରୋଇ କରଣ ଉଦ୍ୟମ, ଶ୍ରମିକ, କୃଷକ ଓ କର୍ମଚାରୀ ବିରୋଧୀ ନିତୀ ବିରୋଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ ରାଷ୍ଟ୍ରୀୟ ମଜଦୁର ସଂଘ

କେନ୍ଦ୍ର ସରକାର ଯେଉଁ ଭଳି ଶ୍ରମିକ ମାରଣ ନିତି ଧରିଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ସରକାରୀ ସଂସ୍ଥାକୁ ନିଲାମ କରିବାକୁ ଲାଗିଛନ୍ତି ଏହାର ପ୍ରତିବାଦରେ ସଂଗଠନ ପକ୍ଷରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ପ୍ରତିବାଦ ଚାଲିବ । ସନ୍ତୋଷ ନନ୍ଦଙ୍କ ନେତୃତ୍ବରେ ଚାଲିଥିବା ଏହି ପ୍ରତିବାଦରେ ଜିଲ୍ଲାର ବହୁ ସଂଗଠକ,ଶ୍ରମିକ ସାମିଲ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ଆଗକୁ ଯଦି ସରକାର ଶ୍ରମିକମାନଙ୍କ ହିତରେ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛି ଯାଜପୁର ଶାଖାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଂଘଠନ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.