ETV Bharat / state

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ଅସନ୍ତୁଷ୍ଟ ନାଏବ ସରପଞ୍ଚ

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଙ୍ଗାଳୋ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ଅସନ୍ତୁଷ୍ଟ ନାଏବ ସରପଞ୍ଚ ଏବଂ ୱାର୍ଡ ସଭ୍ୟ ।

author img

By

Published : Jul 14, 2020, 7:47 PM IST

naib-sarpanch-filed-a-no-confidence-motion-against-the-sarpanch
ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ଅସନ୍ତୁଷ୍ଟ ନାଏବ ସରପଞ୍ଚ

ଯାଜପୁର: ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଙ୍ଗାଳୋ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ଅସନ୍ତୁଷ୍ଟ ନାଏବ ସରପଞ୍ଚ ଏବଂ ୱାର୍ଡ ସଭ୍ୟ । ଏନେଇ ଏକ ପ୍ରସ୍ତାବ ଯାଜପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ନାଏବ ସରପଞ୍ଚ କବିତା ସ୍ୱାଇଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କ ନିକଟରେ ସରପଞ୍ଚଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସରପଞ୍ଚଙ୍କ ମନୋମୁଖି କାର୍ଯ୍ୟ ଯୋଗୁଁ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁନଥିବା ଅଭିଯୋଗ କରିଥିଲେ । ତୁରନ୍ତ ସରପଞ୍ଚଙ୍କୁ ତାଙ୍କ ପଦବୀରୁ ବରଖାସ୍ତ ପାଇଁ ଦାବି କରିଥିଲେ । ଏହି ସମୟରେ ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ୟ ଉପସ୍ଥିତ ରହି ସରପଞ୍ଚଙ୍କ ବରଖାସ୍ତ ଦାବି କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.