ETV Bharat / state

ଯାଜପୁର ପ୍ରେମୀଯୁଗଳ ଆତ୍ମହତ୍ୟା ଘଟଣା, ବ୍ଲାକମେଲର ପ୍ରଦୀପ ଦାସ ଗିରଫ - ଯାଜପୁର ପ୍ରେମୀଯୁଗଳ ଆତ୍ମହତ୍ୟା ଘଟଣା ଅପଡେଟ

ଯାଜପୁର ଗଣପତି ପାଟଣା ଗାଁରେ ପ୍ରେମୀଯୁଗଳ ଆତ୍ମହତ୍ୟା ଘଟଣା । ବ୍ଲାକମେଲରକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଯାଜପୁର ପ୍ରେମୀଯୁଗଳ ଆତ୍ମହତ୍ୟା ଘଟଣା, ବ୍ଲାକମେଲର ପ୍ରଦୀପ ଦାସ ଗିରଫ

author img

By

Published : Jan 7, 2022, 9:37 PM IST

ଯାଜପୁର: ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ବ୍ଲାକ ମେଲର ପ୍ରଦୀପ ଦାସ ଓରଫ ପିଣ୍ଟୁ ଗିରଫ ହୋଇଥିବା ସୂଚନା । ମଙ୍ଗଳପୁର ଥାନା ଗଣପତି ପାଟଣା ଗାଁରେ ନବବର୍ଷ ରାତିରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିଲେ । ଉଭୟ ପ୍ରେମୀ ଯୁଗଳକୁ ପିଣ୍ଟୁ ବ୍ଲାକ ମେଲିଂ କରୁଥିବା ଅଭିଯୋଗ ହୋଇଥିଲା ।

ଯାଜପୁର ପ୍ରେମୀଯୁଗଳ ଆତ୍ମହତ୍ୟା ଘଟଣା, ବ୍ଲାକମେଲର ପ୍ରଦୀପ ଦାସ ଗିରଫ

ଏହା ବି ପଢନ୍ତୁ: ପାଟଣା ଗ୍ରାମରେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅଭିଯୁକ୍ତ ପିଣ୍ଟୁ ନାବାଳିକା ଲିପିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପ୍ରୟୋଗ କରୁଥିଲା । ଏହାକୁ ନେଇ ଉଭୟ ପ୍ରତାପ ଓ ଲିପିକା ଆତ୍ମହତ୍ୟା କରିବା ପୂର୍ବରୁ ପିଣ୍ଟୁ ବିରୋଧରେ ରହିଥିବା ସମସ୍ତ ପ୍ରମାଣ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ।

ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ସହିତ ପୀଡିତଙ୍କ ପରିବାର ପକ୍ଷରୁ ମଙ୍ଗଳପୁର ଥାନା ସମ୍ମୁଖରେ ଧାରଣା ଦିଆଯାଇ ପିଣ୍ଟୁଙ୍କୁ ଗିରଫ ପାଇଁ ଦାବି କରାଯାଇଥିଲା । ଆଜି(ଶୁକ୍ରବାର) ସନ୍ଧ୍ୟାରେ ମଙ୍ଗଳପୁର ପୋଲିସ ପିଣ୍ଟୁକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.