ETV Bharat / state

କଲ୍ୟାଣ ମଣ୍ଡପର ଶିଳାନ୍ୟାସ କଲେ ବଡଚଣା ବିଧାୟକ

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବଡଘୁମୁରୀ ପଞ୍ଚାୟତରେ 35 ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପର ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Feb 9, 2020, 11:11 AM IST

kalyan madap innagruation in jajpur
କଲ୍ୟାଣମଣ୍ଡପର ଶୁଭ ଶିଳାନ୍ୟାସ କଲେ ବଡଚଣା ବିଧାୟକ

ଯାଜପୁର: କଲ୍ୟାଣ ମଣ୍ଡପର ଶୁଭ ଶିଳାନ୍ୟାସ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବଡଘୁମୁରୀ ପଞ୍ଚାୟତରେ 35 ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପର ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରାଯାଇଛି ।

କଲ୍ୟାଣମଣ୍ଡପର ଶୁଭ ଶିଳାନ୍ୟାସ କଲେ ବଡଚଣା ବିଧାୟକ

ବଡଚଣା ବ୍ଲକ ବିଡିଓ ଅଜିତ ନାରାୟଣ ଗିରିଙ୍କ ଅଧ୍ୟକ୍ଷତାରେ ଏହି ଶିଳାନ୍ୟାସ ଉତ୍ସବରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ଏହି ଶିଳାନ୍ୟାସ ଉତ୍ସବରେ ସ୍ଥାନୀୟ ମହିଳା ସରପଞ୍ଚଙ୍କ ସମେତ ବହୁ ଦଳୀୟ କର୍ମକତ୍ତା ଉପସ୍ଥିତ ଥିଲେ ।

ଯାଜପୁର ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ - ଯାଜପୁର
ତା - ୦୯/୦୨/୨୦୨୦
ସ୍ଲଗ୍ –କଲ୍ୟାଣମଣ୍ଡପର ଶୁଭ ଶିଳାନ୍ୟାସ
ଫର୍ମାଟ-ଏଭିଓ
ରିପୋଟର-Gyanaranjan ojha
ଆଙ୍କର-
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବଡଘୁମୁରୀ ପଂଚାୟତରେ ୩୫ଲକ୍ଷ ଟଙ୍କା ବ୍ୟୟରେ ଏକ କଳ୍ୟାଣମଣ୍ଡପର ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରାଯାଇଛି । ବଡଚଣା ବ୍ଲକ ବିଡିଓ ଅଜିତ ନାରାୟଣ ଗିରିଙ୍କ ଅଧ୍ୟକ୍ଷତାରେ ଏହି ଶିଳାନ୍ୟାସ ଉତ୍ସବରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ଏହି ଶିଳାନ୍ୟାସ ଉତ୍ସବରେ ସ୍ଥାନୀୟ ମହିଳା ସରପଂଚଙ୍କ ସମେତ ବହୁ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ ।
Body:newsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.