ETV Bharat / state

ଗୁଣିଗାରେଡି ସନ୍ଦେହରେ ବୃଦ୍ଧା ଦମ୍ପତିଙ୍କୁ ହତ୍ୟା ଘଟଣା, 4 ଗିରଫ

author img

By

Published : Jul 21, 2020, 10:38 PM IST

କଳିଙ୍ଗନଗର ଥାନା ନିମପଲ୍ଲୀ ସୁରୀସାହିରେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧା ଦମ୍ପତିଙ୍କୁ ହତ୍ୟା ଘଟଣାରେ 4 ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ଗୁଣିଗାରେଡି ସନ୍ଦେହରେ ବୃଦ୍ଧା ଦମ୍ପତ୍ତିଙ୍କୁ ହତ୍ୟା ଘଟଣା,4ଅଭିଯୁକ୍ତ ଗିରଫ

ଯାଜପୁର: ଗୁଣିଗାରେଡି ସନ୍ଦେହରେ ବୃଦ୍ଧା ଦମ୍ପତିଙ୍କୁ ହତ୍ୟା ଘଟଣା । ଯାଜପୁରର କଳିଙ୍ଗନଗରରେ ଗତକାଲି ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଜିଅନ୍ତା ଜାଳିଦେବା ଘଟଣାରେ ପୋଲିସ 4 ଅଭିଯୁକ୍ତକୁ ଗିରଫ କରିଛି ।

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନିମପଲ୍ଲି ଗାଁରେ ଗତକାଲି ଗୁଣି ଗାରେଡିକୁ କେନ୍ଦ୍ର କରି ଘଟିଥିବା ଡବଲ ମର୍ଡର ହୋଇଥିଲା । ଅଭିଯୁକ୍ତ ମାନେ ହେଲେ ବିରିମା ଗାଗରାଇ, ଶଙ୍କର ହେସା,ତୋଫାନ ସିଙ୍କୁ ଏବଂ ସାଗର ସିଂକୁ । ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ର ଧାରାରା ୧୪୭,୧୪୮,୩୦୨,୪୩୬ ଏବଂ ୧୪୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ସୂଚନାଥାଉକି ଗତକାଲି ସକାଳୁ ନିମପଲ୍ଲି ଗାଁରୁ ଶୈଳ ବାଲମୁଚ ଏବଂ ବାସନ୍ତୀ ବାଲମୁଚଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଉଭୟ ପୂର୍ବରୁ ଗୁଣିଗାରେଡି କରୁଥିବା ଗାଁ ଲୋକେ ସନ୍ଦେହ କରଥିଲେ । ଏହାକୁ କେନ୍ଦ୍ର କରି କେତେକ ଗ୍ରାମବାସୀ ସଂଘବଦ୍ଧ ହୋଇ ତାଙ୍କ ଘରେ ନିଆଁ ଲଗାଇ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.