ETV Bharat / state

ଗୋଚାଲଣ ବେଳେ ଦୁଇଟି ଟ୍ରକକୁ ଜବତ କଲା ପୋଲିସ

author img

By

Published : Jan 14, 2022, 4:53 PM IST

ଗୋଚାଲଣ ବେଳେ ଦୁଇଟି ଟ୍ରକକୁ ଜବତ କଲା କଳିଙ୍ଗ ନଗର ଥାନା ପୋଲିସ । ଶହେରୁ ଅଧିକ ଗୋରୁ ଜବତ । ଅଧିକ ପଢନ୍ତୁ

cattle truck sezied by police
ଗୋ ଚାଲଣ ବେଳେ ଦୁଇଟି ଟ୍ରକକୁ ଜବତ କଲା ପୋଲିସ

ଯାଜପୁର: ଗୋଚାଲଣ ବେଳେ ଦୁଇଟି ଟ୍ରକକୁ ଜବତ କଲା କଳିଙ୍ଗ ନଗର ଥାନା ପୋଲିସ । ଶହେରୁ ଅଧିକ ଗୋରୁ ଜବତ । କଳିଙ୍ଗନଗର ମୁଖ୍ୟ ରାସ୍ତାରୁ ଟ୍ରକ୍ ସହ ଗୋରୁ ଉଦ୍ଧାର ।

ତେବେ ଉଦ୍ଧାର ଅନେକ ଗୋରୁ ଆହତ ଥିବାବେଳେ କିଛି ଗୋରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆଜି ଭୋର ସମୟରେ ଟ୍ରକରେ ଗୋଚାଲାଣ ହେଉଥିବା ଖବର ପାଇ କଳିଙ୍ଗନଗର ଥାନା ପୋଲିସ ଚଢାଉ କରିଥିଲା ।

ଅନ୍ୟପଟେ ଗାଡି ଛାଡି ଡ୍ରାଇଭର ଓ ଖଲାସି ଫେରାର ମାରିଥିବା ବେଳେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.