ETV Bharat / state

ଯାଜପୁରରେ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ - jajpur congress

ଯାଜପୁରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ସିଏଏ ଆଇନ ସମ୍ବିଧାନ ବିରୋଧୀ, କଳିଙ୍ଗନଗର ଶିଳ୍ପର ପୁନଃଉଦ୍ଧାର, ରେଳଯୋଗାଯୋଗ ଆଦି ଦାବି କରିଛନ୍ତି । ଅଧିକ ପଢନ୍ତୁ...

jajpur district congres press meet
ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର
author img

By

Published : Dec 28, 2019, 11:31 AM IST

ଯାଜପୁର: ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଦେଶରେ ଲାଗୁ କରାଯାଇଥିବା ନାଗରିକ ସଂଶୋଧନ ଆଇନ ସମ୍ବିଧାନ ବିରୋଧୀ । ସିଏଏ ଆଇନକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କୌଣସି ଧର୍ମକୁ ଗୁରୁତ୍ବ ଦେବା ସମ୍ବିଧାନର ବିରୋଧୀ ବୋଲି ଅଭିଯୋଗ କରିଛି ।

ଯାଜପୁରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ଏବଂ ପୂର୍ବତନ ମନ୍ତ୍ରୀ ସେକ ମତଲୁବ ଅଲ୍ଲୀ ଯାଜପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ସାରା ଦେଶରେ ଦରଦାମ ବୃଦ୍ଧିକୁ ନେଇ ଲୋକେ ହନ୍ତସନ୍ତ ହେଲେଣି । କଳିଙ୍ଗନଗରରେ ପ୍ରତିଷ୍ଠା ହୋଇଥିବା ନୀଳାଚଳ ଇସ୍ପାତ କାରଖାନା ରୁଗଣ ଅବସ୍ଥାକୁ ଚାଲିଯାଇଥିବାରୁ ଏହାର ପୁନଃଉଦ୍ଧାର କରିବାକୁ ସେଲ ଅଧିନକୁ ଦେବା ପାଇଁ ଦାବି କରାଯାଇଛି ।

ବିରଜା କ୍ଷେତ୍ରରେ ରେଳ ଯୋଗାଯୋଗ ନଥିବାରୁ ତୁରନ୍ତ ଏହି ଦାବିକୁ ପୂରଣ କରିବାକୁ ମଧ୍ୟ ଦାବି କରାଯାଇଛି । ୟୁପିଏ ସରକାର ସମୟରେ ଏହି ରେଳପଥ ପାଇଁ ସର୍ଭେ କରାଯାଇଥିଲା କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପି ସରକାର ଉଦ୍ୟମ କରିନାହାଁନ୍ତି । ଯାହାର ପ୍ରତିବାଦ କରି ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର ଟାଉନ                                                                          ଭିଜୁଆଲ: ପ୍ରେସ ମିଟ୍
ତାରିଖ: ୨୮.୧୨.୨୦୧୯
ରିପୋର୍ଟ: GYANARANJAN OJHA
ପଂର୍ମାଟ୍: ଏଭିଓ ବାଇଟ୍
ସ୍ଲଗ : ଯାଜପୁର ରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।
ଆଙ୍କର
ସାରା ଦେଶରେ ଲାଗୁ କରାଯାଇଥିବା ନାଗରିକ ସଂଶୋଧନ ଆଇନ ସମ୍ବିଧାନ ବିରୋଧୀ । ସି ଏ ଏ ଆଇନକୁ କାର୍ଯ୍ୟକାରି କରିବା କ୍ଷେତ୍ରରେ କୌଣସି ଧର୍ମକୁ ଗୁରୁତ୍ୱ ଦେବା ସମ୍ବିଧାନର ବିରୋଧୀ ବୋଲି ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଖୁଂଟିଆ ଏବଂ ପୂର୍ବତନ ମନ୍ତ୍ରୀ ସେକ୍ ମତଲୁବ ଅଲ୍ଲି ଯାଜପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି । ଏଥିସହିତ ସାରା ଦେଶରେ ମହଂଗା ମାଡକୁ ଲୋକେ ସହିବାକୁ ବାଧ୍ୟ ହେଉଛନ୍ତି । କଳିଙ୍ଗନଗରରେ ପ୍ରତିଷ୍ଠା ହୋଇଥିବା ନିଳାଚଳ ଇସ୍ପାତ କାରଖାନା ରୁଗଣ ଅବସ୍ଥାକୁ ଚାଲିଯାଇଥିବାରୁ ଏହାର ପୁନଃଉଦ୍ଧାର କରିବାକୁ ସେଲ ଅଧିନକୁ ଦେବାକୁ ମଧ୍ୟ ଦାବୀ ହୋଇଛି । ଯାଜପୁର ର ବିରଜା କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ରେଳ ଯୋଗାଯୋଗ ନଥିବାରୁ ତୁରନ୍ତ ଏହି ଦାବୀକୁ ପୁରଣ କରିବାକୁ ମଧ୍ୟ ଦାବି କରାଯାଇଛି । ୟୁପିଏ ସରକାର ସମୟରେ ଏହି ରେଳପଥ ପାଇଁ ସର୍ଭେ କରାଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପି ସରକାର ଉଦ୍ୟମ କରିନାହାଁନ୍ତି । ଯାହାର ପ୍ରତିବାଦ କରି ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।
ବାଇଟ୍:
୧.         ରାମଚନ୍ଦ୍ର ଖୁଂଟିଆ,ପୂର୍ବତନ ସାଂସଦ
Body:NEWSConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.