ETV Bharat / state

ସମ୍ଭାବ୍ୟ ଲଘୁଚାପ ବର୍ଷା ଆଶଙ୍କାକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

author img

By

Published : Sep 21, 2020, 7:07 PM IST

ଯାଜପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସାମ୍ଭାବ୍ୟ ଲଘୁଚାପ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମ୍ପୁର୍ଣ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି । ଅଧଇକ ପଢନ୍ତୁ...

ସାମ୍ଭାବ୍ୟ ଲଘୁଚାପ ବର୍ଷା ଆଶଙ୍କାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଯାଜପୁର: ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏ ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି ।

ଗତ ବନ୍ୟାରେ ଜିଲ୍ଲାରେ ୩୦ ଟି ଘାଇ ହୋଇଥିବା କାରଣରୁ ଅନେକ କ୍ଷୟକ୍ଷତି ହୋଇଥିଲା। ସେହି ଘାଇ ଗୁଡିକର ମରାମତି ସରିନଥିବା ବେଳେ ସମ୍ଭାବ୍ୟ ବର୍ଷା ଯୋଗୁଁ ତଳିଆ ଅଂଚଳ ବାସୀ ଓ ବନ୍ୟା କ୍ଷତିଗ୍ରସ୍ତ ଙ୍କୁ ଭୟଭୀତ କରିଛି । ସେପଟେ ସାମ୍ଭାବ୍ୟ ଲଘୁଚାପ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ଜିଲ୍ଲାବାସୀ ଭୟଭୀତ ନହେବାକୁ ଜିଲ୍ଲାପାଳ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.