ETV Bharat / state

ଏସଆରସିଙ୍କୁ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେଲା ଯାଜପୁର ଜିଲ୍ଲା ପ୍ରଶାସନ - cyclone damge in jajpur district

ଯାଜପୁର ଜିଲ୍ଲାରେ ହୋଇଥିବା ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଏସଆରସିଙ୍କୁ ରିପୋର୍ଟ ଦେଲା ଯାଜପୁର ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଏସଆରସିଙ୍କୁ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେଲା ଯାଜପୁର ଜିଲ୍ଲା ପ୍ରଶାସନ

author img

By

Published : Jun 6, 2021, 8:50 PM IST

ଯାଜପୁର: ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ରିପୋର୍ଟ ପ୍ରଦାନ କଲା ଯାଜପୁର ଜିଲ୍ଲା ପ୍ରଶାସନ ।

ଏସଆରସିଙ୍କୁ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେଲା ଯାଜପୁର ଜିଲ୍ଲା ପ୍ରଶାସନଏସଆରସିଙ୍କୁ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେଲା ଯାଜପୁର ଜିଲ୍ଲା ପ୍ରଶାସନ

ଜିଲ୍ଲା ପ୍ରଶାସନର ଅନୁଧ୍ୟାନ ରିପୋର୍ଟ ଆଧାରରେ ବନ୍ୟା ଯୋଗୁଁ ଜିଲ୍ଲାରେ ୧୭୬୮ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ସେଥିମଧ୍ୟରୁ ୪୯୪ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତ ଫସଲ ମଧ୍ୟ ନଷ୍ଟ ହୋଇଛି । ସେହିପରି ଜିଲ୍ଲାର ୯୯୮ ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଥିବାବେଳେ ୫୦୯ଟି ଗୁହାଳ ଭାଙ୍ଗି ଯାଇଥିବା ରିପୋର୍ଟ ଉଲ୍ଲେଖ କରାଯାଇଛି । ରାଜ୍ୟ ସରକାର କ୍ଷତିପୂରଣ ପାଇଁ ଘୋଷଣା କଲେ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କର କ୍ଷତିପୂରଣ ରାଶି ମିଳିବ ବୋଲି ଯାଜପୁର ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି । ସେପଟେ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.