ETV Bharat / state

ତ୍ରିଜଙ୍ଗା କଲୋନୀରେ ମହିଳାଙ୍କ ଜମି ହଡପ ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ଦାବି

author img

By

Published : Apr 27, 2022, 4:35 PM IST

ତ୍ରିଜଙ୍ଗା କଲୋନୀରେ ମହିଳାଙ୍କ ଜମି ହଡପ ଅଭିଯୋଗ । ବ୍ୟାସନଗର କେଏନଡିଏ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ କଲେ ଦାବି କଲେ ମହିଳା । ଅଧିକ ପଢନ୍ତୁ

ତ୍ରିଜଙ୍ଗା କଲୋନୀରେ ମହିଳାଙ୍କ ଜମି ହଡପ ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ଦାବି
ତ୍ରିଜଙ୍ଗା କଲୋନୀରେ ମହିଳାଙ୍କ ଜମି ହଡପ ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ଦାବି

ଯାଜପୁର: ତ୍ରିଜଙ୍ଗା କଲୋନୀରେ ମହିଳାଙ୍କ ଜମି ହଡପ ଅଭିଯୋଗ । ବ୍ୟାସନଗର କେଏନଡିଏ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ କଲେ ଦାବି କଲେ ମହିଳା ।

ସୂଚନାମୁତାବକ, ଗତ ୨୦୦୫ ମସିହାରେ ନୀଳାଚଳ ଇସ୍ପାତ କାରଖାନାର ନିର୍ମାଣ ପାଇଁ ଅହଲ୍ୟା ମହାନ୍ତ ବିସ୍ଥାପିତ ହେଇଥିଲେ। ତେବେ ବିସ୍ଥାପିତ ନିୟମ ଅନୁଯାୟୀ ତ୍ରିଜଙ୍ଗା କଲୋନୀରେ ୧୦ ଡିସିମିଲ ଜାଗା ସରକାରଙ୍କ ତରଫରୁ ମିଳିଥିଲା। ମାତ୍ର ଅହଲ୍ୟାଙ୍କ ପରିବାରର କୌଣସି ଲୋକ ନଥିବାରୁ ତାଙ୍କ ଜମିକୁ ସ୍ଥାନୀୟ ଲୋକ ଜୋର ଜବରଦସ୍ତ ହଡ଼ପ କରିନେଇଥିବା ଅଭିଯୋଗ କରିଛନ୍ତି।।

ତେବେ ନିଜର ଜମି ପାଇବା ପାଇଁ ଦାନଗଦି ତହସିଲରେ ଅଭିଯୋଗ କରିଥିଲେ। ମାତ୍ର ତହସିଲ ପ୍ରଶାସନରୁ କୌଣସି ନ୍ୟାୟ ନମିଳିବାରୁ ବ୍ୟାସନଗରସ୍ଥିତ କେଏନଡିଏ କାର୍ଯ୍ୟାଳୟରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ଅହଲ୍ୟା। ସେପଟେ ଘଟଣାର ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.