ETV Bharat / state

ଭୁବନେଶ୍ୱରରେ ସହିଦ ଶଶାଙ୍କଙ୍କୁ ଗାର୍ଡ ଅଫ ଅନର

ଲଦାଖ ସୀମାରେ ସହିଦ ହୋଇଥିବା ଓଡିଆ ଯବାନଙ୍କୁ ଦିଆଗଲା ଗାର୍ଡ ଅଫ ଅନର । ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ସହିଦ ଶଶାଙ୍କଙ୍କୁ ଗାର୍ଡ ଅଫ ଅନର
ଭୁବନେଶ୍ୱରରେ ସହିଦ ଶଶାଙ୍କଙ୍କୁ ଗାର୍ଡ ଅଫ ଅନର
author img

By

Published : Feb 21, 2021, 9:01 PM IST

Updated : Feb 21, 2021, 9:11 PM IST

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲା ଶଶାଙ୍କଙ୍କ ମରଶରୀର । ଭୁବନେଶ୍ବରରେ ଦିଆଗଲା ଗାର୍ଡ ଅଫ୍ ଅନର । ଶନିବାର ଲଦାଖ ସୀମାରେ ସହିଦ ହୋଇଥିଲେ ଯବାନ ଶଶାଙ୍କ ଶେଖର । ଆଜି(ରବିବାର) ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

ଭୁବନେଶ୍ୱରରେ ସହିଦ ଶଶାଙ୍କଙ୍କୁ ଗାର୍ଡ ଅଫ ଅନର
ଶଶାଙ୍କ ଶେଖର ଲଦାଖ ସୀମାରେ ଥିବାବେଳେ ଦୁର୍ଘଟଣାରେ ସହିଦ ହୋଇଥିବା ଜଣାପଡିଛି । ଏନେଇ ସେନା ପକ୍ଷରୁ ପରୁବାର ଲୋକଙ୍କୁ ଖବର ଦିଆଯାଇଥିଲା । କ୍ଷେତ୍ରପାଳ ଗ୍ରାମର ଅବସରପ୍ରାପ୍ତ ଲାନ୍ସ ନାୟକ ସ୍ବର୍ଗତ ଯଦୁନାଥ ସାମଲଙ୍କ ସାନ ପୁଅ ହେଉଛନ୍ତି ଶଶାଙ୍କ । ଘରେ ତାଙ୍କର ମାଆ, ବଡଭାଇ, ସ୍ତ୍ରୀ ସହ ଦେଢ଼ ବର୍ଷର ପୁଅ ଅଛନ୍ତି । ସହିଦ ଶଶାଙ୍କଙ୍କ ମରଶରୀର ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 21, 2021, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.