ETV Bharat / state

ସାହିତ୍ୟ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ - ସାହିତ୍ୟ ସଭା

ଯାଜପୁରରେ ରାଜ୍ୟପାଳ ଗଣେଶୀ ଲାଲ । ଏଠାକାର ବ୍ୟାସନଗରରେ ଅନୁଷ୍ଠିତ ଏକ ସାହିତ୍ୟ ସଭାରେ ଯୋଗ ଦେଇଛନ୍ତି । ଏଥିରେ ସ୍ଥାନୀୟ ଜିଲ୍ଲାପାଳ ଏବଂ ସାହିତ୍ୟିକ ମଧ୍ୟ ସାମିଲ ହୋଇଥିଲେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର
author img

By

Published : Jul 18, 2019, 6:15 PM IST

ଯାଜପୁର : ଓଡ଼ିଶାର କଳା ଓ ସଂସ୍କୃତି ଯେତିକି ସମୃଦ୍ଧ, ତାର ଭାଷା ସେତିକି ରୁଦ୍ଧିମନ୍ତ। ଏହି ଭାଷା ସହିତ ଅନ୍ୟଭାଷର ଶବ୍ଦକୁ ଯୋଡ଼ାଗଲେ ଏହା ଅଧିକ ଲୋକପ୍ରିୟ ହୋଇପାରିବ ବୋଲି କହିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଯାଜପୁରର ବ୍ୟାସନଗର ଠାରେ ଆୟୋଜିତ ଏକ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟପାଳ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ଏହି ଉତ୍ସବରେ କୋରେଇ ବିଧାୟକ ଅଶୋକ ବଳ, ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗଦେଇ ଓଡ଼ିଆ ସାହିତ୍ୟର ବିକାଶ କ୍ଷେତ୍ରରେ ଆଲୋଚନା କରିଥିଲେ । ଏହାସହ ଜିଲ୍ଲାର ବହୁ ସାହିତ୍ୟିକ ,କବି ଓ ବୁଦ୍ଧିଜୀବି ମଧ୍ୟ ଯୋଗଦେଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର ଓଡ଼ିଶାର କଳା ଓ ସଂସ୍କୃତି ଯେତିକି ସମୃଦ୍ଧ, ତାର ଭାଷା ସେତିକି ରୁଦ୍ଧିମନ୍ତ। ଏହି ଭାଷା ସହିତ ଅନ୍ୟଭାଷ ର ଶବ୍ଦକୁ ଯୋଡ଼ାଗଲେ ଏହା ଅଧିକ ଲୋକପ୍ରିୟ ହୋଇପାରିବ ବୋଲି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶିଲାଲା କହିଛନ୍ତି। ଯାଜପୁର ବ୍ୟାସନଗର ସମ୍ବାଦ ସାହିତ୍ୟ ଘର ବାର୍ଷିକ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ଏହି ଅଭିଭାଷଣ ଦେଇଛନ୍ତି। ସାହିତ୍ୟଘର ର ରାଜ୍ୟ ସଂଯୋଜକ ଶୁଭଶ୍ରୀ ଲେଙ୍କା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, କୋରେଇ ବିଧାୟକ ଅଶୋକ ବଳ, ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗଦେଇ ଓଡ଼ିଆ ସାହିତ୍ୟର ବିକାଶ କ୍ଷେତ୍ରରେ ସମ୍ବାଦ ସହିତ୍ୟିଘରର ଭୂମିକା ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖପାତ୍ର ଯଜ୍ଞଶିଳା ଉନ୍ମୋଚିତ ହୋଇଥିଲା।ଏହି ଅବସରରେ ଜିଲ୍ଲାର ବହୁ ସାହିତ୍ୟିକ ,କବି ଓ ବୃଦ୍ଧିଜୀବି ଯୋଗଦେଇଥିଲେ।
bite-୧-ପ୍ରଫେସର ଗଣେଶିଲାଲା, ରାଜ୍ୟପାଳ ଓଡିଶା
bite-୨-ସୌମ୍ୟରଞ୍ଜନ ପଟ୍ଟନାୟକ,ସମ୍ପାଦକ ସମ୍ବାଦ

Body:script

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.