ETV Bharat / state

ନିର୍ବାଚନୀ ମାହୋଲ: ମଦ ଓ ମଦୁଆଙ୍କ ଉପରେ ପୋଲିସର କଡା ନଜର - sukinda

ଯାଜପୁର ସୁକିନ୍ଦାରେ ଯେପରି ଅବାଧ ମତଦାନ ହେବ, ସେଥିପାଇଁ ସ୍ଥାନୀୟ ପୋଲିସ ସମସ୍ତ ବେଆଇନ ମଦ ଦୋକାନରେ କରିଛି ରେଡ୍‌।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଯାଜପୁର
author img

By

Published : Apr 16, 2019, 7:02 PM IST

ଯାଜପୁର: ଫୋକସରେ ଶୃଙ୍ଖଳିତ ନିର୍ବାଚନ। ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ସବୁ ସଜାଗ । ଯାଜପୁର ସୁକିନ୍ଦାରେ ମଧ୍ୟ ଯେପରି ବିନା ବାଧା ବିଘ୍ନରେ ମତଦାନ ସରିବ ସେଥିପାଇଁ ସ୍ଥାନୀୟ ପୋଲିସ ସମସ୍ତ ବେଆଇନ ମଦ ଦୋକାନରେ କରିଛି ରେଡ୍‌ ।

ସୌଜନ୍ୟ-ସମ୍ବାଦଦାତା, ଯାଜପୁର

ନିର୍ବାଚନୀ ମାହୋଲରେ ପୋଲିସର ଘନ ଘନ ଚଢାଉ । ଏହି କ୍ରମରେ ସୁକିନ୍ଦା ପୋଲିସ ମଙ୍ଗଳବାର ସାନ୍ତରାପୁରର ଉପରକୋଇଲା ଗାଁରେ ଚଢାଉ କରି 529 ବିଦେଶୀ ମଦ ବୋତଲ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ 2 ଲକ୍ଷ୍ୟ ଟଙ୍କା ହେବ। ତେବେ ମଦ କେବଳ ମଦ ନୁହେଁ ଏହାକୁ ବିକ୍ରି କରୁଥିବା ଧନେଶ୍ବର ମହାନ୍ତିଙ୍କୁ ବି ପୋଲିସ ଗିରଫ କରିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

gf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.