ETV Bharat / state

ଫସଲ ବୀମା ରାଶି ପ୍ରଦାନକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚାଷୀଙ୍କ ଦାବିପତ୍ର

ଯାଜପୁରରେ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ କରିଛନ୍ତି କିନ୍ତୁ ସେହି ଅର୍ଥକୁ ଋଣ ପରିଶୋଧ ଭାବେ ନେଇଗଲେ ସମବାୟ ବ୍ୟାଙ୍କ କର୍ତ୍ତୁପକ୍ଷ । ଏହାର ପ୍ରତିବାଦ କରି ଯାଜପୁରର ଚାଷୀ ମାନେ ସହକାରୀ ସମବାୟ ନିବନ୍ଧକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଫସଲ ବୀମା ରାଶି ପ୍ରଦାନକୁ ନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଚାଷୀଙ୍କ ଦାବିପତ୍ର

author img

By

Published : Aug 4, 2020, 6:20 PM IST

ଯାଜପୁର: ଚାଷୀଙ୍କୁ ମିଳିବାକୁ ଥିବା ଫସଲ ବୀମା ରାଶିକୁ ଚାଷୀ ପୂର୍ବରୁ କରିଥିବା ଋଣ ପାଇଁ ଆଡଜଷ୍ଟ କରିଦେଇଛନ୍ତି । ଫଳରେ ଚାଷୀ ଆକାଉଣ୍ଟରେ ଟଙ୍କାଟିଏ ନାହିଁ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀ ଦାବି କରିଛନ୍ତି ।

ଫସଲ ବୀମା ରାଶି ପ୍ରଦାନକୁ ନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଚାଷୀଙ୍କ ଦାବିପତ୍ର

ଯାଜପୁରରେ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ କଲେ କିନ୍ତୁ ସେହି ଅର୍ଥକୁ ଋଣ ପରିଶୋଧ ଭାବେ ନେଇଗଲେ ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ । ଏହାର ପ୍ରତିବାଦ କରି ଯାଜପୁରର ଚାଷୀ ମାନେ ସହକାରୀ ସମବାୟ ନିବନ୍ଧକଙ୍କୁ ଭେଟି ତାଙ୍କର ଦାବିପତ୍ର ପ୍ରଦାନ କରିଛନ୍ତି । ବର୍ତମାନ କୋରୋନା ସମୟରେ ଚାଷୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । କିନ୍ତୁ ଏହି ସମୟରେ ଚାଷୀଙ୍କୁ ମିଳିବାକୁ ଥିବା ଫସଲ ବୀମା ରାଶିକୁ ଚାଷୀ ପୂର୍ବରୁ କରିଥିବା ଋଣ ପାଇଁ ଆଡଜଷ୍ଟ କରିଦେଇଛନ୍ତି । ବର୍ତ୍ତମାନ ଚାଷୀଙ୍କ ଆକାଉଣ୍ଟରେ ଟଙ୍କାଟିଏ ନାହିଁ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀ ଦାବି କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.