ETV Bharat / state

ଅସଲି ମେଡ଼ିକାଲରୁ ଗିରଫ ହେଲେ ନକଲି ଡ଼ାକ୍ତର - ମେଡ଼ିକାଲ

ଡ଼ାକ୍ତରଖାନାରେ ଡୁପ୍ଲିକେଟ୍ ଡ଼ାକ୍ତର । ପ୍ରସୂତି ବିଭାଗରେ ଡ଼ାକ୍ତର ପରିଚୟ ଦେଇ କରୁଥିଲେ ଚିକିତ୍ସା । ଏବେ କିନ୍ତୁ ପୋଲିସ ହାତରେ ନକଲି ଚିକିତ୍ସକ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଯାଜପୁର
author img

By

Published : Jun 25, 2019, 11:41 PM IST

ଯାଜପୁର: ବଡ଼ଚଣା ମେଡିକାଲରୁ ଗିରଫ ହୋଇଛି ଜଣେ ନକଲି ଡାକ୍ତର । ଏହି ବ୍ଯକ୍ତି ଜଣଙ୍କ ବଡ଼ଚଣା ଥାନା କଡେଇ ଗ୍ରାମର ନିହାର ରଞ୍ଜନ ସାମଲ ବୋଲି ଜଣାପଡିଛି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଯାଜପୁର

21 ତାରିଖ ରାତିରେ ନିହାର ବଡ଼ଚଣା ମେଡିକାଲର ପ୍ରସୂତି ବିଭାଗ ଯାଇ ରୋଗୀଙ୍କୁ ଡାକ୍ତର ପରିଚୟ ଦେଇଥିଲା । କିନ୍ତୁ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଉକ୍ତ ନକଲି ଡ଼ାକ୍ତରକୁ ଦେଖିବା ପରେ ଫସର ଫାଟିଯାଇଥିଲା ରଞ୍ଜନ ସାମଲଙ୍କ ଚାଲ ।

ଏହି ଘଟଣା ବିଷୟରେ ବଡ଼ଚଣା ଥାନାରେ ସ୍ଥାନୀୟ ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଥିଲେ । ପରେ ପୋଲିସ ତାକୁ ଗିରଫ କରିବା ସହ ମଙ୍ଗଳବାର କୋର୍ଟ ଚାଲାଣ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲା ବଡ଼ଚଣା ମେଡିକାଳରୁ ନକଲି ଡାକ୍ତର ଗିରଫ । ଗିରଫ । ନକଲି ଡାକ୍ତର ବଡ଼ଚଣା ଥାନା କଡେଇ ଗ୍ରାମର ନିହାର ରଞ୍ଜନ ସାମଲ ବୋଲି ଜଣାପଡିଛି । 21 ତାରିଖ ରାତିରେ ନିହାର ବଡ଼ଚଣା ମେଡିକାଲର ଗାଇନିଂଗ ୱ।ଡ଼ରେ ପଶି ରୋଗୀଙ୍କୁ ଡାକ୍ତର ପରିଚୟ ଦେଇଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହା ଦେଖି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Body:ScriptConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.