ETV Bharat / state

ଯାଜପୁର ଖରସ୍ରୋତା ନଦୀ ରାଇପୁର ଘାଟରେ କୁମ୍ଭୀର ଆତଙ୍କ

ଭଅଁରା ପଞ୍ଚାୟତ ଖରସ୍ରୋତା ନଦୀ ରାଇପୁର ଘାଟକୁ ଏକ କୁମ୍ଭୀର କିପରି ଚାଲି ଆସିଥିବାବେଳେ, ସେଠାରେ ସେ ବୁଲାବୁଲି କରୁଥିବା ଦେଖି ଭୟଭୀତ ଅଛନ୍ତି ଲୋକେ । ଅଧିକ ପଢନ୍ତୁ...

author img

By

Published : Aug 6, 2020, 11:09 AM IST

ଯାଜପୁର ଖରସ୍ରୋତା ନଦୀ ରାଇପୁର ଘାଟରେ କୁମ୍ଭୀର ଆତଙ୍କ
ଯାଜପୁର ଖରସ୍ରୋତା ନଦୀ ରାଇପୁର ଘାଟରେ କୁମ୍ଭୀର ଆତଙ୍କ

ଯାଜପୁର: ବରୀ ବ୍ଲକ କୁମ୍ଭୀର ଆତଙ୍କ। ଭଅଁରା ପଞ୍ଚାୟତ ଖରସ୍ରୋତା ନଦୀ ରାଇପୁର ଘାଟ ନିକଟରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ବୁଧବାର ଠାରୁ ଏକ କୁମ୍ଭୀର ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ।

ଏହା ସହ କୁମ୍ଭୀର ଏକ କୁକୁଡ଼ା ଖାଉଥିବା ଦେଖିବାକୁ ପାଇଥିଲେ। ଏହାପରେ କୁମ୍ଭୀରଟିକୁ ଧରିବା ପାଇଁ ବନ ବିଭାଗକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.