ETV Bharat / state

ଯାଜପୁରରେ ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ - ଯାଜପୁର ମିଲାଦ-ଉନ-ନବୀ ପର୍ବ

ଯାଜପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାଳନ ହୋଇଛି ପ୍ରୋଫେଟ ମହମ୍ମଦଙ୍କ ଜନ୍ମଜୟନ୍ତୀ ବା ମିଲାଦ-ଉନ-ନବୀ ପର୍ବ । କୋଭିଡ କଟକଣାକୁ ଅନୁସରଣ କରି ଏହି ପର୍ବ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ଯାଜପୁରରେ ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ
ଯାଜପୁରରେ ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ
author img

By

Published : Oct 30, 2020, 8:11 PM IST

ଯାଜପୁର: ସାରା ଦେଶରେ ଆଜି(ଶୁକ୍ରବାର) ପାଳନ ହେଉଛି ପ୍ରୋଫଟ ମହମ୍ମଦଙ୍କ ଜୟନ୍ତୀ ବା ମିଲାଦ-ଉନ-ନବୀ ପର୍ବ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ମଧ୍ୟ ପାଳନ ହୋଇଇଛି ମହମ୍ମଦଙ୍କ ଜୟନ୍ତୀ ।

ଯାଜପୁରରେ ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ

ଜିଲ୍ଲାର ବିଂଝାରପୁର, ବ୍ରହ୍ମପରଦା, କୋରେଇ, ସୁକିନ୍ଦା, ବରୀ ଓ ବଡଚଣା ଆଦି ଅଞ୍ଚଳରେ କୋଭିଡ କଟକଣାକୁ ନଜର ରଖି ୫ ରୁ ୭ ଜଣ ମୁସଲମାନ ଭାଇ ମାନେ ପାଳିଛନ୍ତି ମହମ୍ମଦଙ୍କ ଜୟନ୍ତୀ । ସେହିପରି ବ୍ୟାସନଗର ସ୍ଥିତ ରିଜ୍ବି ଜାମା ମସଜିଦ ପରିସରରେ କୋଭିଡ କଟକଣାକୁ ଅନୁସରଣ କରି ମହମ୍ମଦଙ୍କ ଜୟନ୍ତୀ ପାଳନ ହୋଇଛି । ମୌଲବୀ ଇବ୍ରାହିମ ଓ ମସଜିଦର ସଭାପତି ସେକ ଲିଆକତଙ୍କ ତତ୍ବାବଧାନରେ ୫ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ନମାଜ ପାଠ କରିବା ସହ ମହମ୍ମଦଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ରେମାନଙ୍କ ଦ୍ବାରା ସ୍ବତନ୍ତ୍ର ନମାଜ ପାଠ ହେବା ସହିତ ମହମ୍ମଦଙ୍କୁ ସ୍ମରଣ କରାଯାଇଥିଲା।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.