ETV Bharat / state

‘ଓଡିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର

author img

By

Published : Aug 19, 2020, 3:41 PM IST

ବୁଧବାର ଦାନଗଦି ଭବନ ପରିସରରେ ‘ଓଡିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

Blood donation camp on behalf of 'Odisha Mo Parivar'
‘ଓଡିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର

ଯାଜପୁର: ବୁଧବାର ଦାନଗଦି ଭବନ ପରିସରରେ ‘ଓଡିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି ଶିବିରରେ ପୂର୍ବତନ ସାଂସଦ ରିତା ତରାଇ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କୋରୋନା ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ‘ଓଡିଶା ମୋ ପରିବାର’ ଏଭଳି ରକ୍ତଦାନ ଶିବିର ଆୟୋଜିତ କରୁଛି ।

‘ଓଡିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର

ଏହି ରକ୍ତଦାନ ଶିବିରରେ ବିଜୁ ଜନତା ଦଳର ଆଗଧାଡିର ଯୁବକର୍ମୀମାନେ ଯୋଗ ଦେଇଥିଲେ । ଏଭଳି ସଫଳ କାର୍ଯ୍ୟକ୍ରମକୁ ସାଂସଦ ବେଶ ପ୍ରଶଂସା କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.