ETV Bharat / state

କୋଭିଡ ନିୟମ ମାନି ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଅଭିନେତା ଆକାଶ - Actor Akash celebrated his birthday

କୋଭିଡ ନିୟମକୁ ମାନି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ କୋରେଇର ପୂର୍ବତନ ବିଧାୟକ ତଥା ଫିଲ୍ମ ଅଭିନେତା ଆକଶ ଦାସ ନାୟକ । ଆଜି ସେ ଭିଡ଼ିଓ କଲ ମାଧ୍ୟମରେ "ଆଶା କିରଣ" ବୃଦ୍ଧାଶ୍ରମର ଅନ୍ତେବାସୀ ଏବଂ "ଦିବ୍ୟଜ୍ୟୋତି' ସେବାଶ୍ରମର ପିଲାମାନଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

Actor Akash celebrated his birthday
କୋଭିଡ ନିୟମକୁ ମାନି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଅଭିନେତା ଆକାଶ
author img

By

Published : Sep 17, 2020, 6:38 PM IST

ଯାଜପୁର: କୋଭିଡ ନିୟମକୁ ମାନି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ କୋରେଇର ପୂର୍ବତନ ବିଧାୟକ ତଥା ଫିଲ୍ମ ଅଭିନେତା ଆକାଶ ଦାସ ନାୟକ । ଆଜି ସେ ଭିଡ଼ିଓ କଲ ମଧ୍ୟରେ "ଆଶା କିରଣ" ବୃଦ୍ଧାଶ୍ରମର ଅନ୍ତେବାସୀ ଏବଂ "ଦିବ୍ୟଜ୍ୟୋତି' ସେବାଶ୍ରମର ପିଲାମାନଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି ।

କୋଭିଡ ନିୟମକୁ ମାନି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଅଭିନେତା ଆକାଶ

ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀମାନେ ଆକାଶଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଭିଡ଼ିଓ କଲ ମାଧ୍ୟମରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏଥିସହିତ ସହିତ କୋଭିଡ ନିୟମ କୋହଳ ହେଲେ ତାଙ୍କୁ ଦେଖା କରିବାକୁ ଅନୁରୋଧ କରିଛନ୍ତି ।

ସେହିପରି ଜ୍ୟୋତି ସେବାଶ୍ରମରର ପିଲାମାନେ ତାଙ୍କୁ ଭିଡ଼ିଓ ମାଧ୍ୟମରେ ନାଚି ତାଙ୍କୁ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ । ଏଥିସହିତ ଆକାଶ ଭିଡ଼ିଓ କଲ ମାଧ୍ୟମରେ ତାଙ୍କ ସହିତ ଗୀତ ମଧ୍ୟ ବୋଲି ଥିଲେ । ତେବେ ଆକାଶଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବା ସମସ୍ତ ବୃଦ୍ଧିଜୀବି, ସାଙ୍ଗ,ଗୁରୁଜନ ଓ ସିନେ ପ୍ରଶଂସକ ଓ ରାଜନୈତିକ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.